Img 20250604 wa0235

ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଙ୍କ ସମୀକ୍ଷା ବୈଠକ

ବାରିପଦା ତା ୦୪-୦୬- ମାନ୍ୟବର ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଶ୍ରୀ ରବି ନାରାୟଣ ନାଏକ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଆଜି ଅପରାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ  ସାଂସଦ ଶ୍ରୀ ନବ ଚରଣ ମାଝୀ, ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା, କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମ ଚରଣ ହାଇବୁରୁ, ବାରିପଦା ବିଧାୟକ ଶ୍ରୀ ପ୍ରକାଶ […]

Read More Text.
Img 20250604 wa0222

ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତ, ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ବାରିପଦା: ରାଜ୍ୟ ପଞ୍ଚାୟତ ରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ପ୍ରଥମ ଥର କରି ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବାମନଘାଟି ଉପଖଣ୍ଡ ର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ଫେରି ଯାଇଛନ୍ତି । ବୁଧବାର ଦିନ   ସ୍ଥାନୀୟ ପୂର୍ତ ବିଭାଗ ଡାକବଙ୍ଗଳାରେ ଦଳୀୟ ନେତୃବୃନ୍ଦ ଏବଂ କର୍ମୀଙ୍କ ସହ ଅଂଚଳର ସମସ୍ୟା ଓ ବିକାଶ  ଉପରେ ଆଲୋଚନା କରିଥିଲେ ।ପରେ ପୂର୍ବାହ୍ନ ୯ ଘଟିକା ରେ ବହଳଦା ବ୍ଳକର ଗମ୍ଭାରିଆ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ଏକ ଅମୃତ […]

Read More Text.
Img 20250603 wa0232

କୁଡୁମୀ ସେନା ର ୧୩  ତମ ପ୍ରତିଷ୍ଠା ଦିବସ

ବାରିପଦା-  ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଜୁନ ୩ ତାରିଖରେ କୁଡୁମୀ ସେନା ର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି |  ମହୁଲଡିଆ ଡାକବଙ୍ଗଳା ଠାରେ ବାମନଘାଟି କୁଡୁମୀ ସେନା ପକ୍ଷରୁ୧୩  ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା |ଏହି ଜାତି କୁ ୧୯୫୦ ମସିହା ପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ମିଳିଥିଲା ।କିନ୍ତୁ ପରେ ସମ୍ବିଧାନରୁ ଆଦିବାସୀ ମାନ୍ୟତା ହଟାଇ ଦିଆଗଲ |ପୁନଃ ଆଦିବାସୀ ମାନ୍ୟତା ପାଇଁ ଏହି ସମ୍ପ୍ରଦାୟର ଲୋକେ ଦୀର୍ଘ ବର୍ଷ ଧରି […]

Read More Text.
Img 20250603 wa0203

ଦୁର୍ଗମ ଅଂଚଳରେ ରାସ୍ତା ନିର୍ମାଣ ନେଇ ରାମଦୋଳି ଯୁବକ ସଂଘ ର ଜିଲ୍ଲାପାଳଙ୍କଠାରେ ୩ ଥର ଲିଖିତ ଦାବି ପୂରଣ ପରେ ପ୍ରଶାସନ ତତ୍ପର

ବାରିପଦା:  ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲାରେ ଥିବା ବହୁ ଗ୍ରାମ ଏବେବି ପ୍ରଶାସନ ଦୃଷ୍ଟି ଆଢ଼ୁଆଳରେ ରହିଛି। ବହୁ ଗ୍ରାମରେ ଉତ୍ତମ ସଡ଼କ ସଂଯୋଗ, ପାନୀୟଜଳ ଯୋଗାଣ ସ୍ବପ୍ନ ପାଲଟିଛି।ବିଜାତଳା ବ୍ଲକ ମଢେଇକଚା ପଞ୍ଚାୟତର ଦୁର୍ଗମ ବଣ, ଜଙ୍ଗଲ ,ନଦୀ ନାଳ ଘେରା ଆଦିବାସୀ  ଅଧ୍ୟୁଷିତ ବଡ଼ବିଲ ଗ୍ରାମ ହେଉଛି ଉଦାହରଣ। ଗ୍ରାମ ରେ ୪୦ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ୨ଶହରୁ ଉର୍ଦ୍ଧ ଭୋଟର ସଂଖ୍ୟା। ଗ୍ରାମରେ ସଡ଼କ ସଂଯୋଗ […]

Read More Text.
Img 20250604 wa0232

ଅପମିଶ୍ରିତ ଓ ବିଷାକ୍ତ ମାଦକ ତଥା ନିଶା ଦ୍ରବ୍ୟ ସେବନ ଓ  ଚୋରା ମଦ କାରବାର ବିରୋଧରେ ସଚେତନତା ରଥର ଶୁଭାରମ୍ଭ

ବାରିପଦା : ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ତତ୍ୱାବଧାନରେ ମଇ ୩୧. ୦୫. ୨୦୨୫, ବିଶ୍ୱ ତମାଖୁ ବର୍ଜନ ଦିବସ ଠାରୁ  ନିଶା ସେବନ ଓ ବେଆଇନ ମଦ କାରବାର ନିରୋଧ ସଚେତନତା ଅଭିଯାନ ଆରମ୍ଭ ହୋଇଛି ଏବଂ ଏହି ସଚେତନତା ଅଭିଯାନ (ଜୁନ -୨୬ ପର୍ଯ୍ୟନ୍ତ)  ଚାଲିବ l ରାଜ୍ୟବ୍ୟାପି କରାଯାଉଥିବା ଏହି ଅଭିଯାନର ଶୀର୍ଷକ ରହିଛି ଆମ ସଂକଳ୍ପ – ‘ନିଶା ନୁହେଁ, ଜୀବନ ‘ l ଗାଁରୁ  ସହର ସମ୍ପୂର୍ଣ୍ଣ ଓଡିଶାକୁ ଘାତକ […]

Read More Text.
Photo1 for the news of agarpara barapada road

ଆଗରପଡ଼ା-ବରପଦା ପୂର୍ତ୍ତବିଭାଗ ରାସ୍ତା, ଚାଲିଛି ସତ ପଇସାରେ ମିଛ ମରାମତି

ଆଗରପଡ଼ା :ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିବା ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ଆଗରପଡ଼ା-ବରପଦା ପୂର୍ତ୍ତବିଭାଗ ରାସ୍ତାର ସ୍ଥାୟୀ ମରାମତି କରାଯିବା ପରିବର୍ତ୍ତେ ବର୍ତ୍ତମାନ ତାଳିପକା କାମ ଆରମ୍ଭ ହୋଇଛି ସତ କିନ୍ତୁ ଉକ୍ତ ତାଳିପକା କାମ ସତ ପଇସାରେ ହେଉଥିବା ବେଳେ ମିଛରେ ଚାଲିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ବରପଦାରୁ ଆଗରପଡ଼ା ମଧ୍ୟରେ ବିଭିନ୍ନ ସ୍ଥାନରେ ଏହାର ମରାମତି ଚାଲିଛି । ଖାଲଖମାରେ ପରିପୂର୍ଣ୍ଣ ଥିବା ରାସ୍ତାକୁ […]

Read More Text.
Photo for the news of cultivation field

ରଜ ଆସିଲା, ପାଗ ନୋହିଲା; ଚାଷ ଜମିରେ ଚରୁଛନ୍ତି ଗୋରୁ;ଚିନ୍ତାରେ ଚାଷୀ

ଆଗରପଡ଼ା :ପ୍ରତି ବର୍ଷ ପରି ଚଳିତ ବର୍ଷ ଚାଷୀଙ୍କ ମୁହଁରେ ସେପରି ଆନନ୍ଦ ନାହିଁ । ରଜ ପୂର୍ବରୁ ଧାନ ବୁଣା ବୁଣି, ତଳି ପକା କାର୍ଯ୍ୟ ସାରି ଚାଷୀ ଆନନ୍ଦ ମନରେ ରଜ ପର୍ବ ପାଳନ କରିଥାଏ । ଏବର୍ଷ ଆଉ ଦିନ କେଇଟା ପରେ ରଜ ପର୍ବ ଆରମ୍ଭ ହେବାକୁ ବସିଲାଣି କିନ୍ତୁ ମୌସୁମିରେ ପରିବର୍ତ୍ତନ ଆସିନଥିବାରୁ ଏହା ଚାଷୀର ଚିନ୍ତା ବଢାଇ ଦେଇଛି । ପାଣି ପାଗ ସୂତ୍ର ଅନୁଯାୟୀ ଚଳିତ ବର୍ଷ […]

Read More Text.
Photo1 for plastic news

ମୂଲ୍ୟହୀନ ପାଲଟିଛି ବିଶ୍ୱ ପରିବେଶ ଦିବସ, ପଲିଥିନ୍ ବ୍ୟବହାରରେ ଲାଗୁନି ରୋକ୍‌

ଆଗରପଡ଼ା : ଆଧୁନିକତ୍ୱର ପରିଭାଷାରେ ମନୁଷ୍ୟ ଭୂଲିବାକୁ ବସିଲାଣି ପରିବେଶର ସୁରକ୍ଷା । ତା ଭିତରେ ମନୁଷ୍ୟ ଭୂଲି ଯାଉଛି ନିଜ ଜୀବନର ସୁରକ୍ଷା । ପରିବେଶ ପ୍ରଦୂଷଣ ହେବାର କାରଣ ଅନେକ ଥିବା ବେଳେ ପଲିଥିନ ଏକ ମୁଖ୍ୟ କାରଣ ସାଜିଛି । ପ୍ରତି ବର୍ଷ ଜୁନ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଉଛି ମାତ୍ର ପଲିଥିନର ବହୁଳ ବ୍ୟବହାର ଯୋଗୁଁ ଏହି ଦିବସ ମୂଲ୍ୟହୀନ ହୋଇପଡ଼ୁଛି ବୋଲି ପରିବେଶବିତମାନେ ମତ […]

Read More Text.
R7pxcqs1qteyk4htwlyd

ରକ୍ତ ଅଭାବରୁ ନାବାଳକର ମୃତ୍ୟୁ ! ନ୍ୟାୟ ଦାବିରେ ଧାରଣାରେ ବସିଲେ ପରିବାର

ରାୟଗଡ଼ା: ଆବଶ୍ୟକ ସମୟରେ ଓଡ଼ିଶା ରକ୍ତ କେନ୍ଦ୍ର ରାୟଗଡ଼ାରୁ ରକ୍ତ ନମିଳିବାରୁ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ବର୍ଗ। ମୃତ ନାବାଳକ ହେଲେ ରାଜୀବ ଟାକିରି (୯)। ସେ ଜ୍ୱରରେ ପୀଡ଼ିତ ଥିବାରୁ ପରିବାର ଲୋକେ ତାଙ୍କୁ ଗତକାଲି ସକାଳ ୯ ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରକ୍ତର ଆବଶ୍ୟକତା ଥିବାରୁ ରକ୍ତଭଣ୍ଡାରକୁ ଆସି ଜଣାଇଥିଲେ। କିନ୍ତୁ ଦାୟିତ୍ବରେ ଥିବା କର୍ମଚାରୀ ରକ୍ତ ଭଣ୍ଡାରରେ ରକ୍ତ ନଥିବା […]

Read More Text.
000

ଢେଙ୍କାନାଳ ହେବ ଓଡ଼ିଶାର ସୌର ଶକ୍ତି ସମୃଦ୍ଧ ଜିଲ୍ଲା: ୨୬ ହଜାର ଯୁବକ ଯୁବତୀ ପାଇବେ ନିଯୁକ୍ତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳ ଠାରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟ ବରାଦରେ, ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ […]

Read More Text.