ନୂଆ ରୂପ ପାଇବ ବିଧାନସଭା ଏବଂ ଲୋକସେବା ଭବନ, ତିଆରି ହେବ ଓଡିଶା ମଣ୍ଡପ
ଭୁବନେଶ୍ୱର : ନୂଆ ରୂପ ପାଇବ ବିଧାନସଭା ଏବଂ ଲୋକସେବା ଭବନ । ପୁରୁଣା ବିଲଡିଂର ରୂପ ରେଖ ବଦଳା ଯିବା ନେଇ ବିଚାର ଚାଲିଥିବା କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ଭୁବନେଶ୍ୱରରେ ତିଆରି ହେବ ଓଡିଶା ମଣ୍ଡପ । ଏନେଇ ଚନ୍ଦ୍ରଶେଖର ପୁରରେ ଜାଗା ଚି଼ହ୍ନଟ ହୋଇଛି । ଏହା ସହ ମଲ୍ଟି କନଭେନସନ ସେଣ୍ଟର ହେବ । ଲୋକଙ୍କ ରହଣି ସହ ୧୦ ହଜାର ଲୋକ ବସିବାର ସୁବିଧା ରହିବ । ସେହିପରି ରାଜ୍ୟରେ […]
Read More Text.