ଗୋପାଳପୁର ଗଣଦୁଷ୍କର୍ମ ଘଟଣା: ବାଳ ଅପରାଧୀକୁ ସାବାଳକ ବିବେଚନା କରିବାକୁ ପୋଲିସର ଆବେଦନ
ଭୁବନେଶ୍ୱର : ରବିବାର ସନ୍ଧ୍ୟାରେ ଗୋପାଳପୁର ବିଚରେ ଗଣଦୁଷ୍କର୍ମ ଘଟଣାରେ ୪ ଜଣ ନାବାଳକ ସଂପୃକ୍ତ ଥିବା ବେଳେ ସେମାନଙ୍କୁ ବାଳ ଅପରାଧୀ ନୁହେଁ ସାବାଳକ ଅପରାଧୀ ଭାବେ ବିବେଚନା କରିବାକୁ ଆବେଦନ କରିଛି ପୋଲିସ । ବ୍ରହ୍ମପୁର ପୋଲିସ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଏ ସମ୍ପର୍କରେ ଆବେଦନ କରିଛି। ଗଣଦୁଷ୍କର୍ମ ଭଳି ସଙ୍ଗୀନ ଅପରାଧରେ ଜଡିତ ଥିଲେ ୪ ନାବାଳକ । ଦେଶରେ ନିର୍ଭୟା ଗଣ ଦୁଷ୍କର୍ମ ମାମଲା ପରେ ୧୬ବର୍ଷରୁ ୧୮ ବର୍ଷ ବୟସର ବାଳ […]
Read More Text.