Admission ug

ପ୍ରଥମ ପର୍ଯ୍ୟାୟ UG ଆଡମିଶନର ଶେଷ ତାରିଖ ଅବଧି ବଢିଲା

ଭୁବନେଶ୍ୱର: ବଢିଲା ପ୍ରଥମ ରାଉଣ୍ଡ UG ୨୦୨୫-୨୬ ନାମଲେଖା ଅବଧି । ଜୁନ୍‌ ୨୧ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ବଢ଼ିଛି ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଯେଉଁ ଛାତ୍ର ଛାତ୍ରୀ ମାନେ ଟଙ୍କା ଜମା କରି ନ ଥିଲେ ବର୍ଦ୍ଧିତ ସମୟ ଭିତରେ ସେମାନେ ଟଙ୍କା ଜମା କରି ନାମ ଲେଖାଇ ପାରିବେ ବୋଲି ଜଣାପଡିଛି । ସେହିପରି ଯଦି କଲେଜରେ ରିପୋର୍ଟ କରିପାରି ନାହାନ୍ତି କରିପାରିବେ । ଏଥିପାଇଁ ଫ୍ରିଜ୍‌, […]

Read More Text.
Ret

୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି । ୨୦୪୭ ସୁଦ୍ଧା ରାଜ୍ୟର ଅର୍ଥନୀତି ହେବ ୧.୫ ଟ୍ରିଲିଅନ ଡଲାର । ଓଡ଼ିଶାର ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଆଜିଠାରୁ ଭିଜନ ଡକୁମେଣ୍ଟ ୨୦୩୬ ଓ ୨୦୪୭ କରି ଯୋଜନା ପ୍ରସ୍ତୁତ କରାଯାଇଛି । ଭୁବନେଶ୍ବର ଜନତା ମଇଦାନରେ ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରାଜ୍ୟର ବିକଶିତ ଲକ୍ଷ୍ୟ ନେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । […]

Read More Text.
Pm

ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ : ଓଡ଼ିଶାରେ ବିଜେପି ଡବଲ ଇଂଜିନ ସରକାରର ଲାଭ ମିଳୁଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାର ପରମ୍ପରା ଓ ଲୋକଙ୍କୁ ପ୍ରସଂଶା କଲେ । ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି କହିଲେ । ଓଡିଶା ଆମ ଭାରତୀୟ ସଂସ୍କୃତିକୁ ପରିପୂର୍ଣ୍ଣ କରିଛି ।  ମୋହନ ସରକାଙ୍କ ଟିମକୁ ସ୍ୱାଗତ ଜଣାଇଲେ ।  ଓଡ଼ିଶାରେ ବିଜେପି ସୁଶାସନ ସ୍ଥାପନର ବର୍ଷ ପୂରଣ କଲା ବୋଲି କହିଲେ […]

Read More Text.
Highcourt 750x430

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ

କଟକ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବଢିଲା ଅଡ଼ୁଆ। ଆବେଦନ ଖାରଜ କଲେ ହାଇକୋର୍ଟ। ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ବେଆଇନ ଅର୍ଥ କାରବାରକୁ ନେଇ ସିବିଆଇ ମାମଲା ରୁଜୁ କରିଥିଲା। ବିଷ୍ଣୁପଦ ସେଠୀଙ୍କ ଘରେ ଚଢାଉ ମଧ୍ୟ ହୋଇଥିଲା। ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ମାମଲାକୁ ରଦ୍ଦ ପାଇଁ ବିଷ୍ଣୁପଦ ସେଠୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ ଆଜି ଏହି ମାମଲାରେ ରାୟ ପ୍ରକାଶ କରି ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ସୂଚନା ଥାଉକି, ଏକ […]

Read More Text.
Erew

ସମ୍ପତ୍ତି ପାଇଁ ଭାଇକୁ ହତ୍ୟା କଲା ଭାଇ: ୩ ଜଣଙ୍କୁ ଗିରଫ କଲା ପୋଲିସ, ଜଣେ ଫେରାର

କଟକ: ଭାଇ ସାଜିଲା ଭଗାରୀ । ସମ୍ପତ୍ତି ପାଇଁ ଭାଇକୁ ହତ୍ୟା କଲା ଭାଇ । ମିଳିମିଶି ଜୀବନ ନେଲେ ଭାଇ, ଭାଇ ବୋହୂ ଓ ପୁତୁରା । କଟକ ବକ୍ସିବଜାର ସିଡିଏ ମାର୍କେଟ କମ୍ପ୍ଲେକ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ତିନି ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଅଭିଯୁକ୍ତ ଉମେଶ ବାରିକ, ସରସ୍ଵତୀ ସ୍ଵାଇଁ ଓ ସ୍ବୟଂପ୍ରଭୁ ଶ୍ରୀଚରଣକୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଅନ୍ୟ ଜଣେ ଭାଇର ମଧ୍ୟ ହତ୍ୟାକାଣ୍ଡରେ ସଂପୃକ୍ତି […]

Read More Text.
Naxal 1

ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ୨ ନକ୍ସଲ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାର ଛୋଟାବେଠିଆ ଅଞ୍ଚଳରେ ଆଜି ସକାଳେ ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ୨ ନକ୍ସଲ ନିହତ ହୋଇଥିବା ସୂଚନା ରହିଛି। ସୂଚନା ଅନୁସାରେ ଛୋଟାବେଠିଆ ଅଞ୍ଚଳରେ ପ୍ରାୟ ଅଧ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନବେଳେ ଜଣେ ମହିଳା ନକ୍ସଲ ସମେତ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଥି ସହ ବନ୍ଧୁକ ଓ ମାଓ ସାମଗ୍ରୀ ମଧ୍ୟ […]

Read More Text.
Death 5

ବରଯାତ୍ରୀଙ୍କ ଉପରେ ପଡିଲା ବିରାଟ ଆମ୍ବ ଗଛ, ଜଣେ ମୃତ ୩ ଗୁରୁତର

କେନ୍ଦୁଝର : ବର ସାଙ୍ଗରେ ବରଯାତ୍ରୀ ହୋଇ ଯାଉଥିଲେ ପ୍ରଶାନ୍ତ କୁମାର । କନିଆ ଘରେ ପହଞ୍ଚି ବାହାଘରର ମଜା ନେଇଥାନ୍ତେ । ନାଚି ନାଚି ବର ଧରି ଯାଉଥିଲେ ପ୍ରଶାନ୍ତ । କିନ୍ତୁ ରାସ୍ତା ମଝିରେ ଯେ ତାଙ୍କ ସହ ବଡ଼ ଅଘଟଣ ଘଟିଯିବ କେହି କେବେ କଳ୍ପନା ବି କରିନଥିଲେ । ହଠାତ ବରଯାତ୍ରୀଙ୍କ ଉପରେ ଏକ ବିରାଟ ଆମ୍ବଗଛ ପଡ଼ିଗଲା । ଆଉ ଚାହୁଁ ଚାହୁଁ ପ୍ରଶାନ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା […]

Read More Text.
Nav

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ

ଭୁବନେଶ୍ବର: ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ଆଜି ନବୀନ ଭୁବନେଶ୍ବର ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ସେଠି କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଆସନ୍ତା ୨୨ ତାରିଖରେ ତାଙ୍କର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅସ୍ତ୍ରୋପଚାର ହେବ । ଏନେଇ ଗତ ବୁଧବାର ନବୀନ ତାଙ୍କ ଏକ୍ସରେ ପୋଷ୍ଟ କରିଥିଲେ । ଯେଉଁଥିରେ ବିଜେଡି ସୁପ୍ରିମୋ […]

Read More Text.
Hotel

ବଡ଼ଚଣା ବ୍ଲକ୍‌ର ୬ ହୋଟେଲ ସିଲ୍, ଜଳ ନମୁନାରୁ ମିଳିଲା ଇ-କୋଲାଇ ପଜେଟିଭ

ଯାଜପୁର: ଯାଜପୁର ଜିଲ୍ଲାରେ ଆତଙ୍କ ଖେଳାଇଛି ଡାଇରିଆ । ଦିନକୁ ଦିନ ବଢ଼ିବାରେ ଲାଗିଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ପରିସ୍ଥିତିରେ ଏବେ ବଡ଼ଚଣା ବ୍ଲକ୍‌ର ୬ ହୋଟେଲକୁ ସିଲ୍ କରିଛନ୍ତି ଜିଲ୍ଲା ପ୍ରଶାସନ । ଯାଜପୁର ଜିଲ୍ଲାରେ ଡ଼ାଇରିଆ ଆତଙ୍କକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଜିଲ୍ଲାର ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ ୬ଟି ହୋଟେଲକୁ ସିଲ୍ କରାଯାଇଛି । ଦୁଇ ଦିନ ପୂର୍ବରୁ ବଡ଼ଚଣା ବ୍ଲକର ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର, […]

Read More Text.
Chakma 1

ହାଇକୋର୍ଟ ଗଲେ ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଧୀମନ୍ ଚକ୍‌ମା

ଭବାନୀପାଟଣା: ଧର୍ମଗଡ଼ ଉପଜିଲ୍ଲାପାଳ ଥିବା ଆଇଏଏସ୍‌ ଧୀମନ ଚକମାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତେବେ ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଚକମା। କ୍ରସର ମାଲିକଙ୍କଠାରୁ ଲାଞ୍ଚ ନେଲା ବେଳେ ଧରିଥିଲା ଭିଜିଲାନ୍ସ । ସୂଚନା ଥାଉକି ଭିଜିଲାନ୍ସ ତାଙ୍କ ଘରୁ ନଗଦ ୪୭ ଲକ୍ଷ ୪୭ ହଜାର ୬ ଶହ […]

Read More Text.