ବେଆଇନ ବିକ୍ରି ଉପରେ ହେଉନି ଚଢାଉ, ବିନା ଡାକ୍ତରୀ ଚିଠାରେ ମିଳୁଛି ଗର୍ଭପାତ ଔଷଧ
ଆଗରପଡ଼ା :ରାଜ୍ୟ ଔଷଧ ନିୟନ୍ତ୍ରକଙ୍କ ଟିମ୍ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଚଢ଼ାଉ ହେଉଥିବା ବେଳେ ଭଦ୍ରକ ଜିଳ୍ଲା ବନ୍ତ ବ୍ଳକରେ ବିଭାଗର ନଜର ପଡୁନଥିବାରୁ ବନ୍ତ ଓ ତା ଆଖପାଖ ଅଂଚଳରେ ମାଳମାଳ ଔଷଧ ଦୋକାନୀ ଭୟଶୂନ୍ୟ ହୋଇ ଅଧିକ ଲାଭ ଆଶାରେ ବିନା ପ୍ରେସକ୍ରିପସନ ବା ଡାକ୍ତରୀ ଚିଠାରେ ଅତି ସହଜରେ ଗର୍ଭନଷ୍ଟ େଓା÷ଷଧ ବିକୁଥିବା ଜଣାପଡ଼ିଛି । ଏଭଳି ମେଡ଼ିସିନର ବିକ୍ରି ଉପରେ କଡା କଟକଣା ରହିଥିବା ବେଳେ ଦୋକାନୀ କିନ୍ତୁ ଆଇନକୁ ଅମାନ୍ୟ […]
Read More Text.