ଗିରଫ ହେଲେ କୋଟିପତି ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା
ଭୁବନେଶ୍ୱର: ଗିରଫ ହେଲେ ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ର ମୋଟର ଭେଇକିଲ୍ ଇନ୍ସପେକ୍ଟର (ଏମଭିଆଇ) ଗୋଲାପ ଚନ୍ଦ୍ର ହାଂସଦା । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ଗୁଡ଼ିଡ଼ିହ ଗାଁରେ ଥିବା ହାଂସଦାଙ୍କ ପୈତୃକ ବାସଭବନ, ବୌଦ୍ଧସ୍ଥିତ ଭଡ଼ାଘର, ଆର୍ଟିଓ କାର୍ଯ୍ୟାଳୟ, ବାରିପଦା ଓ ଭୁବନେଶ୍ବର ପାଣ୍ଡରା ଅଞ୍ଚଳରେ ଝିଅ ରହୁଥିବା ଫ୍ଲାଟ୍ ସହ ୬ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ ଏମଭିଆଇ ହାଂସଦାଙ୍କର ୪୪ଟି […]
Read More Text.