ଚେକ ବାଉନ୍ସ ମାମଲାରେ ଅଭିଯୁକ୍ତ କୁ କାରାଦଣ୍ଡ ସମେତ ଅର୍ଥ ଦଣ୍ଡାଦେଶ
ବାରିପଦା – ଆଜି ଏକ ଚେକ ବାଉନ୍ସ ମାମଲାର ବିଚାର କରି ବେତନଟୀ ଜୁଡ଼ିସିଆଲ ମାଜିଷ୍ଟେଟ ଫାଷ୍ଟ କ୍ଲାସ ( ଜେଏମ ଏଫ ସି) କୋର୍ଟ ର ମାନ୍ୟବର ବିଚାରପତି ଅଭିଯୁକ୍ତ କୁ ଏକ ବର୍ଷ ଜେଲଡଣ୍ଡ ସମେତ ତିନି ଲକ୍ଷ ଷାଠିଏ ହଜାର (3,60,000) ଟଙ୍କା ଜୋରିମାନା ଅନାଦେୟ ଅଧିକ ଦୁଇ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି l ମାମଲାର ବିବରାଣୀ ରୁ ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ମଧୁନନ୍ଦା ଅଞ୍ଚଳର […]
Read More Text.