ପୟଗମ୍ବର ମହମ୍ମଦଙ୍କ ୧୫୦୦ ଜନ୍ମ ଦିବସ ଅବସରରେ ସଂଖ୍ୟାଲଘୁ ସଂପ୍ରଦାୟର ପକ୍ଷରୁ ଆନନ୍ଦ ଓ ଉଲ୍ଲାସର ସହ ପାଳିତ
ବାରିପଦା : ଠାକୁରାଣୀବେଡା ଏଵଂ ଈଚିଣ୍ଡାରେ ବସବାସ କରୁଥିଲି ସଂଖ୍ୟାଲଘୁ ସଂପ୍ରଦାୟର ତରଫରୁ ଆନନ୍ଦ ଓ ଉଲ୍ଲାସର ସହ ପବିତ୍ର ପୟଗମ୍ବର ମହମ୍ମଦଙ୍କ ୧୫୦୦ ତମ ଜନ୍ମ ଦିବସ ତଥା ଈଦ -ମିଲାଦୁନ -;ନଵୀ ପାଳନ କରାଯାଇଛି ।ଆଜି ଶୁକ୍ରବାର ଦିନ ସକାଳେ ସମସ୍ତ ମୁସଲମାନ ପରିବାରର ଲୋକେ ନବ ବସ୍ତ୍ର ପରିଧାନ କରି ନିକଟସ୍ଥ ମସଜିଦ ପାଖକୁ ଯାଇ ନମାଜ ପଢ଼ିବା ସହ ସମାଜର ମଙ୍ଗଳ କାମନା ପାଇଁ ଆଲ୍ଲାଙ୍କ ପାଖରେ ପ୍ରାର୍ଥନା କରିଥିଲେ ।ସେଠାରେ […]
Read More Text.