ପୋଲିସ ପକ୍ଷରୁ ଆତ୍ମହତ୍ୟା ସଚେତନତା କାର୍ଯ୍ୟକ୍ରମ
ଆଗରପଡ଼ା :ଭଦ୍ରକ ଜିଲ୍ଲା ଓ ଆଗରପଡ଼ା ପୋଲିସ ପକ୍ଷରୁ ଆତ୍ମହତ୍ୟା , ସାଇବର କ୍ରାଇମ ଓ ଆଇନ ସଚେତନତା ଶିବିର ଆଗରପଡ଼ା କଲେଜରେ ଅନୁଷ୍ଠିତ ହୋଇଯାଇଛି । ଆଗରପଡ଼ା ଥାନାଧିକାରୀ ଦେବରାଜ ଜେନାଙ୍କ ସ୍ୱାଗତ ଭାଷଣ ପରେ ଧାମନଗର ଏସଡିପିଓ ତ୍ରୀଲୋଚନ ସେଠୀ, ଫେଲୋସିପ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ବିଭିନ୍ନ ଗପ ଓ ଉଦାହରଣ ମାଧ୍ୟମରେ ଏସଂପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଫ୍ୟାମିଲ କାଉନସେଲିଂ କାଉନସିଲର ପ୍ରିୟଙ୍କା ଜେନା, ସ୍ନେହଲତା ପଣ୍ଡା, […]
Read More Text.