Bjp

ଦିଲ୍ଲୀରେ ବିଜେପି ସାଂସଦଙ୍କ ବୈଠକ; ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ବିଜେପି ସାଂସଦଙ୍କ ବୈଠକ। ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି ଉପସ୍ଥିତ ଅଛନ୍ତି। ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଅଛନ୍ତି। ଏହି ବୈଠକରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ବୈଠକ ହେଉଥିବା ନେଇ ସୂଚନା ରହିଛି। ଅନ୍ୟପଟେ […]

Read More Text.
Train

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର; ବିଶାଖାପାଟଣା – ଶାଲିମାର ମଧ୍ୟରେ ଗଡିବ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର: ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ବିଶାଖାପାଟଣା – ଶାଲିମାର ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଚଳାଇବ । ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପରିଚାଳନା ହେବ: ଟ୍ରେନ୍ ନମ୍ବର ୦୮୫୦୮/୦୮୫୦୭ ବିଶାଖାପାଟଣା- ଶାଲିମାର-ବିଶାଖାପାଟଣା ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ବିଶାଖାପାଟଣାରୁ: ୨୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ୧୧:୨୦ ଘଣ୍ଟାରେ ଛାଡିବ ଓ ଶାଲିମାରରୁ: ୨୨ […]

Read More Text.
Nuapada mla

ପରଲୋକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ

ନୂଆପଡ଼ା: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଡ଼ୋଲକିଆଙ୍କ ପରଲୋକ।  ଦୀର୍ଘଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ୬୯ ବର୍ଷ ବୟସରେ ଚେନ୍ନାଇର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ନୂଆପଡ଼ାରୁ ୪ ଥରର ବିଧାୟକ ଥିଲେ ରାଜେନ୍ଦ୍ର ଢୋଲକିଆ । ପ୍ରଥମ ଥର ୨୦୦୪ରେ ସ୍ବାଧୀନ ଭାବେ ଲଢି ବିଧାୟକ ହୋଇଥିଲେ । ଏଥିସହ ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତକୁ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ […]

Read More Text.
Banibihar

ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ, ଛାତ୍ରାବାସରେ କମିଶନରେଟ୍ ପୋଲିସର ରେଡ୍

ଭୁବନେଶ୍ବର: ଅଣଛାତ୍ର ମୁକ୍ତ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ । ହଷ୍ଟେଲରୁ ବିଦା ହେଉଛନ୍ତି ଅଣଛାତ୍ର । ବାଣୀବିହାର ଛାତ୍ରାବାସରେ ତାଲା ଭାଙ୍ଗି ପଶିଲା କମିଶନରେଟ୍ ପୋଲିସ । ସକାଳରୁ ବିଭିନ୍ନ ହଷ୍ଟେଲରେ ଚଢ଼ାଉ କରୁଛି ପୋଲିସ । ୧,୨,୩ ଓ ୫ ନମ୍ବର ହଷ୍ଟେଲରେ ବ୍ୟାପକ ଯାଞ୍ଚ ଚାଲଛି । ପୋଲିସ ଉପସ୍ଥିତିରେ ବନ୍ଦ ଥିବା ହଷ୍ଟେଲ ରୁମ୍ ତାଲା ଭାଙ୍ଗି ଯାଞ୍ଚ କରୁଛନ୍ତି କର୍ତ୍ତୃପକ୍ଷ । ବାହାରକୁ ଆସବାବପତ୍ର ନେଇଛନ୍ତି କର୍ତ୍ତୃପକ୍ଷ । ଅଭିଯାନରେ ଭିସି, ଅଧ୍ୟାପକ […]

Read More Text.
Heavy rain 2

ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ, ୧୦ ତାରିଖରୁ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର : ଉପ ରାଷ୍ଟ୍ରପତି ନିର୍ବାଚନରୁ ବିଜେଡି ବିରତ ରହିବାକୁ ନିଷ୍ପତ୍ତି ନେଇଛି । ବରିଷ୍ଠ ନେତା ଓ ସାଂସଦଙ୍କ ସହ ଆଲୋଚନା ପରେ ବିଜେଡି ସଭାପତିଙ୍କ ନିଷ୍ପତ୍ତି। ଏନଡିଏ ଓ ଇଣ୍ଡିଆ ମେଣ୍ଟଠାରୁ ବିଜେଡି ସମଦୂରତ୍ବ ବଜାୟ ରଖିଛି। ବିଜେଡି ସାଂସଦ ସସ୍ମିତ ପାତ୍ର ଆଜି ଏହି ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାବାସୀଙ୍କ ବିକାଶ ପାଇଁ ଆମେ ଚେଷ୍ଟିତ ରହିଛୁ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ସାଂସଦ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ପରେ ବିଜେଡି ସୁପ୍ରିମୋ ନବୀନଙ୍କ ଦିଲ୍ଲୀ […]

Read More Text.
Dead

ଅଟୋ ଉପରେ ହାତୀ ପଲ ଆକ୍ରମଣ, ଜଣେ ମହିଳା ଯାତ୍ରୀ ମୃତ

ବାରିପଦା: ଏକ ଯାତ୍ରୀବାହୀ ଅଟୋ ଉପରେ  ହାତୀପଲ ଆକ୍ରମଣ କରିବା ଫଳରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଅଛି l ମୟୁରଭଞ୍ଜ ଜିଲ୍ଲା ଚିତ୍ରଡା ମୋରଡ଼ା ରାସ୍ତାରେ ଏହି ଘଟଣା ଘଟିଅଛି l ଅଟୋରେ ଆଠ ଜଣ ଯାତ୍ରୀ ଆସୁଥିବାବେଳେ ହଠାତ ଏକ ହାତୀପଲ ରାସ୍ତା ଉପରକୁ ଆସି ଆକ୍ରମଣ କରିଥିଲେ l ଅଟୋରେ ବସିଥିବା ଅନ୍ୟ ସାତ ଜଣ ଭୟରେ ଦୌଡ଼ି ପଳାଇଥିଲେ l ମାତ୍ର ମହିଳା ଜଣକ ଦୌଡ଼ି ନପାରିବାରୁ ତାଙ୍କୁ ହାତୀ ଶୁଣ୍ଡରେ […]

Read More Text.
Img 20250907 wa0187

ଜାତୀୟ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟାରେ ବାଲେଶ୍ୱର ଓ କୋରାପୁଟର ନାଟକ ମଞ୍ଚସ୍ଥ

ବାରିପଦା: ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଆମେ : ବାରିପଦା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟାରେ ୨ ଟି ନାଟକ ମଞ୍ଚସ୍ଥ ହୋଇଯାଇଛି I ଅତିଥି ଭାବେ ଯୋଗ ଦେଇ ଡଃ ମାୟା ଦାସ, ସୁବୋଧ ପଟ୍ଟନାୟକ, ସୂର୍ଯ୍ୟ ଦେଓ ପ୍ରବୋଧ ରଥ, ସୁଧାଂଶୁ ମୋହନ ଦ୍ବିବେଦୀ, ଡଃ ଗିରିଶ ପ୍ରସାଦ ସ୍ୱାଇଁ, ପ୍ରିତିଶ ବସା, ଜୀବନ ସାହୁ ୨ୟ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I ସଭାପତି ଡଃ କୈଳାଶ ଚନ୍ଦ୍ର […]

Read More Text.
Img 20250907 wa0181

ଜନ୍ମଦିନରେ ମା, ବାପାଙ୍କ ସହ ରକ୍ତଦାନ କଲେ ପୁଅ

ବାରିପଦା: ଓଡିଶା ରକ୍ତ ଭଣ୍ଡାର, ବାରିପଦା ପରିସରରେ ଆଶୁତୋଷ ତ୍ରିପାଠୀ  ରକ୍ତଦାନ କରି ନିଜ ଜନ୍ମଦିନକୁ ସ୍ମରଣୀୟ କରିଛନ୍ତି I ଏହି ଅବସରରେ ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ I ଏହି ଶିବିରରେ ଟ୍ରଷ୍ଟର ସକ୍ରିୟ ସଦସ୍ୟା ଆଶୁତୋଷଙ୍କ ମାତା ରାଜଲକ୍ଷ୍ମୀ ମିଶ୍ର ଓ ପିତା ଶିବ କୁମାର ତ୍ରିପାଠୀଙ୍କ ସମେତ ମୋଟ ୧୩ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରି ଜନ୍ମଦିନକୁ ସଫଳ କରିଥିଲେ I ମୁଖ୍ୟ ଅତିଥି […]

Read More Text.
Fgf

ସାଥୀ ଡା. ପ୍ରଶାନ୍ତ ମିଶ୍ର ସିପିଆଇ ର ରାଜ୍ୟ ସମ୍ପାଦକ ନିର୍ବାଚିତ, ସାଥୀ ଜଗବନ୍ଧୁ ମିଶ୍ର ରାଜ୍ୟ ପରିଷଦକୁ ନିର୍ବାଚିତ 

ବାରିପଦା: ମୟୂରଭଞ  ଜିଲ୍ଲାର ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୀମଦା ଗ୍ରାମରେ ତିନି ପିଢ଼ିର କମ୍ୟୁନିଷ୍ଟ ପରିବାରରେ ଜନ୍ମିତ ସାଥୀ ଡା.ପ୍ରଶାନ୍ତ ମିଶ୍ର ଛାତ୍ର ଜୀବନରୁ କମ୍ଯୁନିଜିମ ଆଦର୍ଶ ପ୍ରତି ସମର୍ପିତ। ସେ ୧୯୮୪ ମସିହାରେ ଅଖିଳ ଭାରତ ଛାତ୍ର ସଂଘ (AISF )ରେ ଯୋଗଦେଇ  ରାଜ୍ୟ ସମ୍ପାଦକ ଭାବେ କାର୍ଯ୍ୟ ଆରମ୍ଭ କରିବା ସହ ,ଅଖିଳ ଭାରତ ଯୁବ ସଂଘର ରାଜ୍ୟ ସମ୍ପାଦକ,ରାଜ୍ଯ ସଭାପତି, ଭାବରେ ଦାୟିତ୍ବ ନିର୍ବାହ କରିଛନ୍ତି। ପରବର୍ତ୍ତୀ ସମୟରେ ସିପିଆଇର […]

Read More Text.
Img 20250907 wa0184

ସଦଭାବନା ସମିତିର ତରଫରୁ ମାସିକ ସନ୍ଥ ଦିବସ ପାଳିତ

ବାରିପଦା : ଆଜି ବାରିପଦା ସଦଭାବନା ସମିତି ଆନୁକୂଲ୍ୟରେ ୫୫୫ ତମ ମାସିକ ସନ୍ଥ ଦିବସ ସଦସ୍ୟ ସନ୍ଦୀପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ପବିତ୍ର ଇନ୍ଦୁ ପୂର୍ଣ୍ଣିମା ତିଥିରେ ଗୋପବନ୍ଧୁ ଭବନ ଠାରେ ପାଳିତ ହୋଇଯାଇଛି।  ପ୍ରାରମ୍ଭରେ ଏ ମାସରେ ଭୂମିଷ୍ଠ ହୋଇଥିବା ହଜରତ ମହମ୍ମଦ, ଠାକୁର ଅନକୁଳ ଚନ୍ଦ୍ର ଏବଂ ସ୍ୱାମୀ ଶିବାନନ୍ଦଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସନ୍ଥ ସଂସ୍କୃତିରେ ମିଥ୍ୟାକୁ ସଦାସର୍ବଦା ନା ର ରୋକଠୋକ ମଣିଷ ଏବେକାର ସମାଜରେ ଦୁଃଖ ବଖାଣି […]

Read More Text.