Photo1 for the news of school

ପ୍ରହସନ ପାଲଟିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ୪ କୋଠରୀରେ ୯ ଶ୍ରେଣୀର ପାଠପଢା

ଆଗରପଡ଼ା :ପିଲା ଅଛନ୍ତି,ଶିକ୍ଷକ ବି ଅଛନ୍ତି । କିନ୍ତୁ ଶ୍ରେଣୀ ଗୃହ ଅଭାବରୁ ୪ କୋଠରୀରେ ୯ଟି ଶ୍ରେଣୀର ପିଲାଙ୍କ ପାଠପଢା ଚାଲଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ୧୯୫୩ ମସିହାରେ ପ୍ରତିଷ୍ଠିତ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ପଂଚାୟତ ଅର୍ନ୍ତଗତ ଆପ୍ତିରା ଉ.ପ୍ରା ବିଦ୍ୟାଳୟଠାରେ । ଚଳିତ ଶିକ୍ଷାବର୍ଷରେ ଏଠାରେ ୧୧୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନକରୁଥିବା ସ୍ଥଳେ ଆବଶ୍ୟକ ଶ୍ରେଣୀ ଗୃହ ଅଭାବରୁ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ପରିବେଶ ଅନୁକୂଳ ହେଉ ନଥିବା […]

Read More Text.
Drowned

ଖରସ୍ରୋତାକୁ ଡେଇଁ ପଡ଼ିଲେ ଛାତ୍ର, ୩୬ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ

ଯାଜପୁର ଟାଉନ: ଯାଜପୁର ସଦର ଥାନା ଅନ୍ତର୍ଗତ ଖରସ୍ରୋତା ନଦୀ ବ୍ରିଜରୁ ଡେଇଁ ଛାତ୍ର ନିଖୋଜ ଘଟଣା । ୩୬ ଘଣ୍ଟା ପରେ ନିଖୋଜ ଛାତ୍ରଙ୍କ ମୃତଦେହ ତନ୍ତିଘାଇ ନିକଟରୁ ଉଦ୍ଧାର। ମୃତ ଛାତ୍ର ହେଲେ ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସାଇ ସ୍ମୃତି ରଞ୍ଜନ ଜେନା । ଦୁଇ ଦିନ ତଳେ ନଦୀକୁ ଡେଇଁ ପଡ଼ିଥିଲେ ଛାତ୍ର । ନଦୀରେ ପ୍ରବଳ ଜଳ ପ୍ରବାହ ଯୋଗୁଁ ଉଦ୍ଧାରକାରୀ ଦଳ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କ ପତ୍ତା […]

Read More Text.
Srimandir

ଶ୍ରୀମନ୍ଦିରରେ ସେପ୍ଟେମ୍ବର ୧୫ ରୁ ଧାଡି ଦର୍ଶନ ଓ ଆନନ୍ଦ ବଜାରରେ ପୋଲିସ ପୋଷ୍ଟ ସ୍ଥାପନ : ଆଇନ ମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିରରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ । ପରିଚାଳନା କମିଟି ଗଠନ ସରିବା ପରେ ପ୍ରଥମ ବୈଠକରେ ହୁଣ୍ଡି ସ୍ଥାନାନ୍ତରଣ ଓ ପରେ ଧାଡ଼ି ଦର୍ଶନ ଆରମ୍ଭ ହେବ । ସେପ୍ଟେମ୍ବର 15 ରୁ ମନ୍ଦିରରେ ‘ଧାଡି ଦର୍ଶନ’ (ଦେବତାଙ୍କ ଏକ ଝଲକ ପାଇବା ପାଇଁ ଧାଡି ଦର୍ଶନ) ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି କହିଛନ୍ତି। ଓଡ଼ିଶାର ପୁରୀର ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥ ମନ୍ଦିର ଶ୍ରୀମନ୍ଦିର ପରିସରରେ […]

Read More Text.
Durga puja

କଟକରେ ପାର୍ବଣ ଋତୁକୁ ନେଇ ଲାଗିବ ଏସବୁ କଟକଣା, ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ

କଟକ: ଆସୁଛି ଦୁର୍ଗାପୂଜା । କଟକର ମନଲୋଭା ଚାନ୍ଦି ମେଢ଼ରେ ବେଶ ଧୂମଧାମରେ ହେବ ମା’ଙ୍କ ପୂଜାର୍ଚ୍ଚନା । ଏଥି ପାଇଁ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କଟକରେ ଚଳିତ ବର୍ଷ ସେପ୍ଟେମ୍ବର ୨୮ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଦୁର୍ଗାପୂଜା । ଅକ୍ଟୋବର ୩ ତାରିଖରେ ହେବ ଦୁର୍ଗାପୂଜା ଭସାଣୀ ଶୋଭାଯାତ୍ରା । କିନ୍ତୁ ଏହା ପୂର୍ବରୁ କଟକ ସହର ସମସ୍ୟାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି ହୋଇଛି । ଏହି […]

Read More Text.
School 3

ବିଦ୍ୟାଳୟ ଝରକାରେ ଅଟକିଗଲା ଛାତ୍ରୀଙ୍କ ମୁଣ୍ଡ; ସାରା ରାତି ଫସି ରହିଲେ

କେନ୍ଦୁଝର : ସାରା ରାତି ବିଦ୍ୟାଳୟରେ ରହିଲେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ। ବାହାରକୁ ଆସିବାକୁ ଚେଷ୍ଟା ବେଳେ ଝରକାରେ ଅଟକିଗଲା ମୁଣ୍ଡ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି  । ଗୁରୁତର ଛାତ୍ରୀଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଗତକାଲି ସ୍କୁଲ ଛୁଟି ପରେ କୌଣସି କାରଣରୁ ଭିତରେ ରହିଯାଇଥିଲେ ଛାତ୍ରୀ ।  ବାହାର ପଟୁ ତାଲା ପକାଇ ପଳାଇଥିଲେ ଶିକ୍ଷକ ଓ କର୍ମଚାରୀ । ଛାତ୍ରୀଙ୍କ ପରିବାର […]

Read More Text.
Crime

ନାବାଳିକାର ତଣ୍ଟି କାଟିଲା ଯୁବକ, ଅବସ୍ଥା ସଙ୍କଟାପନ୍ନ

ବଲାଙ୍ଗିର : ନାବାଳିକାର ତଣ୍ଟି କାଟିଲା ଯୁବକ । ତଣ୍ଟି କାଟି ଅଭିଯୁକ୍ତ ଫେରାର । ବଲାଙ୍ଗିର ସଦର ଥାନା ଅଞ୍ଚଳରୁ ଆସିଛି ଅଭିଯୋଗ । ନାବାଳିକାଙ୍କ ବେକକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ କଟାଯାଇଛି । ବେକରେ ଜୋର ଆଘାତ ଲାଗିଛି । ନାବାଳିକାଙ୍କୁ ପରିବାର ଲୋକ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ତଣ୍ଟି କାଟିବାର କାରଣ କଣ ତଦନ୍ତ କରି ଯୁବକକୁ […]

Read More Text.
Ratha katha 3

ଆଜିଠୁ ରଥଭଙ୍ଗା କାମ ଆରମ୍ଭ: ନିଲାମ ହେବ ଚକ, ପ୍ରଭା,ଦ୍ୱାର ବେଢା, କୋଣଗୁଜ

ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ରଥଭଙ୍ଗା କାମ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବକମାନେ ଏହି ରଥଭଙ୍ଗା କାର୍ଯ୍ୟ କରିଥାନ୍ତି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଭଙ୍ଗାଯିବା ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଭଙ୍ଗାଯିବ । ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି । ରଥର ଚକ, ପ୍ରଭା, ଦ୍ୱାର ବେଢା, କୋଣଗୁଜ ଆଦି ନିଲାମ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଲାମ କରାଯିବ । କୋଠଭୋଗ ପ୍ରସ୍ତୁତିରେ […]

Read More Text.
Bus v 3

ରାସ୍ତା ତଳକୁ ଖସିଲା ବସ୍, ଶହେରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଲେ

ଭଦ୍ରକ : ଓଭରଟେକ ହେଲା କାଳ । ରାସ୍ତା ତଳକୁ ଖସିଲା ବସ୍ ।  ଅଳ୍ପକେ ବର୍ତ୍ତିଲେ ଶହେରୁ ଅଧିକ ଯାତ୍ରୀ । ବସଟି ଔପଦାରୁ ଭୁବନେଶ୍ବର ଯାଉଥିବାବେଳେ ଅଗରପଡ଼ା ବରପଦା ରାସ୍ତାର ଧୋବା ଗଡିଆ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା ।  ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀମାନେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଫଳରେ ବସରେ ଥିବା ଶହେରୁ ଅଧିକ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିଲେ […]

Read More Text.
Vigilance c

ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ, ୧ କୋଟି ୨୪ ଲକ୍ଷ ଅର୍ଥ ଘୋଟଲା ଅଭିଯୋଗ

କଟକ : ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ। କଟକ CDMOର ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଚାଲିଛି ଚଢାଉ । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ଏକ କୋଟି ୨୪ ଲକ୍ଷ ସରକାରୀ ଅର୍ଥ ଘୋଟଲା ଅଭିଯୋଗ ହୋଇଛି । କଟକ ଯୋବ୍ରା ନୂଆସାହିର ତିନି ମହଲା ଘର, ଚୌଦ୍ୱାର ପଳାଶିଆରେ ଥିବା ଘର ଓ କୁକୁଡ଼ା ଫାର୍ମରେ ଚଢ଼ାଉ ଚାଲିଛି । […]

Read More Text.
Murder case

ପୂର୍ବ ଶତ୍ରୁତାକୁ ନେଇ ସାଙ୍ଗକୁ ଛୁରି ଭୁସି ହତ୍ୟା କଲା ସାଙ୍ଗ

ପୁରୀ : ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ହୋଟେଲ ଷ୍ଟର୍ଲିଂ ମଙ୍ଗଳା ମୁହାଣ ନିକଟରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା । ମୃତକ ବାସେଳିସାହି ଥାନପତି ଲେନ୍ ର ରାଜେଶ ଓଝା । ରଜେଶଙ୍କୁ ତାଙ୍କ ଅନ୍ତରଙ୍ଗ ବନ୍ଧୁ ଛୁରୀ ଭୁସି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନଥିବାବେଳେ ବଳିଆପଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ଆରମ୍ଭ କରିଛି । ସୂଚନା ଅନୁସାରେ ରାଜେଶଙ୍କ […]

Read More Text.