ରାଜ୍ୟ ସରକାରଙ୍କ ଫୋକସରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ, କିଣିବେ AI ଉପକରଣ
ଭୁବନେଶ୍ୱର : ସେମିକଣ୍ଡକଟର ପରେ AIକୁ ଗୁରୁତ୍ବ । ମୋହନ ସରକାରଙ୍କ ଫୋକସରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ । ରାଜ୍ୟ ପ୍ରଶାସନର ହେବ ଆଧୁନିକୀକରଣ । ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାର କିଣିବେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଉପକରଣ । ଏନେଇ ସମସ୍ତ ବିଭାଗକୁ ଚିଠି ଲେଖିଛନ୍ତି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର । ସାଧାରଣ ପ୍ରଶାସନକୁ ଅତ୍ୟାଧୁନିକରଣ କରିବାକୁ AIର ବ୍ୟବହାର ପ୍ରଶାସନିକ ସୁଧାର, ସୁଶାସନ ନେଇ […]
Read More Text.