ଗାଁକୁ ନାହିଁ ପକ୍କା ରାସ୍ତା, ସାଲଗାଢିପା ଗ୍ରାମ୍ୟ ରାସ୍ତା ନିର୍ମାଣ ଦାବି
ବାରିପଦା: ଅଂଚଳର ଆର୍ଥିକ ବିକାଶରେ ଗ୍ରାମ୍ୟ ରାସ୍ତା ଭୂମିକା ଅନନ୍ୟ ।ତେଣୁ ସରକାର ଗାଂ ଲୋକଙ୍କ ଉଚ୍ଚ ରାସ୍ତା,ବିଜୁଳି,ପାନୀୟ,ଶିକ୍ଷା ଓ ସ୍ବାସ୍ଥ୍ୟ କୁ ଗୁରୁତ୍ଵ ଦେଉଛନ୍ତି ।କିନ୍ତୁ ତଳ ସ୍ତରରେ ଠିକ୍ ଭାବରେ କାର୍ଯ୍ଯ ରୂପାୟନ ହୋଇ ପାରୁ ନ ଥିବାରୁ ବହୁ ଦୁର୍ଗମ ଅଂଚଳ ପଛୁଆ ହୋଇ ରହି ଯାଇଛି । ସମାଜର ବିକାଶଧାରାରେ ସେହି ଗ୍ରାମର ଲୋକେ ବଂଚିତ ରହୁଛନ୍ତି ।ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଏଭଳି ଏକ ଗ୍ରାମ ଅଛି […]
Read More Text.