ରାଇହରି ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ଯୋଗ୍ୟ ଲୋକ ଙ୍କୁ ଆବଣ୍ଟନରେ ବିଳମ୍ବ ନେଇ ରହସ୍ୟ କ’ଣ ?
ବାରିପଦା – ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ସହ ବେକାରୀ ସଂଖ୍ୟା ହୁ ହୁ ହୋଇ ଵୃଦ୍ଧି ପାଉଛି । ଯୁବକମାନେ ରାଜ୍ଯ ବାହାରକୁ ଯାଇ ଦାଦନ ଖଟିବାକୁ ରୋକିବା ପାଇଁ ପଞ୍ଚାୟତ ସ୍ତରରେ କୋଟି କୋଟି ଯୋଜନା ,ଲୋକଙ୍କୁ ହାତକୁ କାମ ,ଯୁବକଙ୍କ ବେପାର ବାଣିଜ୍ୟ ପାଇଁ ଦୋକାନ ଗୃହ ନିର୍ମାଣ କରୁଛନ୍ତି । ସେଥିପାଇଁ କୋଟି କୋଟି ଟଙ୍କା ତୃଣମୂଳ ସ୍ତରରେ ଖର୍ଚ କରାଯାଉଛି ।ପଞ୍ଚାୟତ କ୍ଷେତ୍ରରେ ଦୋକାନ ବଜାର, ହାଟ ପାଇଁ ଗୃହ […]
Read More Text.