ମୟୁରଭଞ୍ଜ ଜିଲ୍ଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଷୁଡିବା ପ୍ରସଙ୍ଗ, ତଦନ୍ତ ଦାବୀ ନେଇ ହେବ ହରତାଳ: ଭଞ୍ଜସେନା
ବାରିପଦା- ମୟୂରଭଞ୍ଜ ଜିଲା ଶିକ୍ଷାଧିକାରୀ ଓ ଜିଲା ମଙ୍ଗଳ ଅଧିକାରୀଙ୍କ ମନମୁଖି ଶିକ୍ଷକ ବଦଳି, ଜିଲ୍ଲାର ଶିକ୍ଷାଧିକାରୀଙ୍କ ଦ୍ଵାରା ବିଭିନ୍ନ କୋଣ ଅନୁକୋଣ ରୁ ପାଖାପାଖି ୧୪୦ ଜଣ ଶିକ୍ଷକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ଜିଲ୍ଲା ସଦର ମହକୁମା ବାରିପଦା ସହର ପାଖାପାଖି ରଖିବା,ମଧ୍ୟାହ୍ନ ଭୋଜନ ରେ ଯୋଗାଣକାରୀ ଙ୍କୁ ଅହେତୁକ ଅନୁକମ୍ପା ଯୋଗାଇ ହରିଲୁଟ କୁ ପ୍ରଶ୍ରୟ ଦେବା,ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ୍ ଯୋଗାଇ ଦେବାରେ ଅବ୍ୟବସ୍ଥା, ଶୁଳିଆପଦା ବ୍ଲକ ଦୁର୍ନୀତିରେ ଛନ୍ଦିହୋଇ […]
Read More Text.