ଚୀନ-ପାକିସ୍ତାନ ସମ୍ପର୍କରେ ଫାଟ ! ଲକ୍ଷ ଲକ୍ଷ ଡଲାରର ପ୍ରକଳ୍ପରୁ ଓହରିଲା ‘ଡ୍ରାଗନ୍’
ଚୀନ୍ ପାକିସ୍ତାନର ସବୁଠାରୁ ଭଲ ବନ୍ଧୁ । ଆଜିକାଲି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେବା ପରି ମନେ ହେଉନାହିଁ । ପାକିସ୍ତାନ ତାର ପୁରୁଣା ରେଳ ନେଟୱାର୍କର ଉନ୍ନତି ପାଇଁ ଚୀନ୍ ବଦଳରେ ଏସୀୟ ବିକାଶ ବ୍ୟାଙ୍କ (ADB) ଠାରୁ ସାହାଯ୍ୟ ନେବାକୁ ନିଷ୍ପତ୍ତି ନେଇଛି । କରାଚୀ-ରୋହରୀ ରେଳ ସେକ୍ସନକୁ ଉନ୍ନତ କରିବା ପାଇଁ ପାକିସ୍ତାନ ADB ଠାରୁ ୨ ବିଲିୟନ ଡଲାର ଋଣ ମାଗିଛି ଏହା ସେହି ML-1 ପ୍ରକଳ୍ପ, ଯାହାକୁ […]
Read More Text.