ଜନ୍ମଦିନରେ ମା, ବାପାଙ୍କ ସହ ରକ୍ତଦାନ କଲେ ପୁଅ
ବାରିପଦା: ଓଡିଶା ରକ୍ତ ଭଣ୍ଡାର, ବାରିପଦା ପରିସରରେ ଆଶୁତୋଷ ତ୍ରିପାଠୀ ରକ୍ତଦାନ କରି ନିଜ ଜନ୍ମଦିନକୁ ସ୍ମରଣୀୟ କରିଛନ୍ତି I ଏହି ଅବସରରେ ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ I ଏହି ଶିବିରରେ ଟ୍ରଷ୍ଟର ସକ୍ରିୟ ସଦସ୍ୟା ଆଶୁତୋଷଙ୍କ ମାତା ରାଜଲକ୍ଷ୍ମୀ ମିଶ୍ର ଓ ପିତା ଶିବ କୁମାର ତ୍ରିପାଠୀଙ୍କ ସମେତ ମୋଟ ୧୩ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରି ଜନ୍ମଦିନକୁ ସଫଳ କରିଥିଲେ I ମୁଖ୍ୟ ଅତିଥି […]
Read More Text.