ତ୍ରିଦୀବସୀୟ ବିକଶିତ ଓଡିଶା- ୨୦୨୫ ପ୍ରଦର୍ଶନୀ ନେଇ ସାମ୍ବାଦିକ ସମ୍ମିଳନୀ
ବାରିପଦା: ଇନସ୍ପାୟାର୍ ଫାଉଣ୍ଡେସନ ,ନିଉ ଦିଲ୍ଲୀ ଆନୁକୂଲ୍ୟରେ ଆସନ୍ତା ୭ ଅକ୍ଟୋବର ରୁ ୯ ଅକ୍ଟୋବର ଭବ୍ୟ ବିକଶିତ ଓଡ଼ିଶା ପ୍ରଦର୍ଶନୀ କଚେରୀ ପଡିଆଠାରେ ଆୟୋଜିତ ହେବ ବୋଲି ସ୍ଥାନୀୟ ହିନ୍ଦୁସ୍ତାନ ଇନ୍ ହୋଟେଲରେ ଏକ ଖବରଦାତା ସମ୍ମିଳନୀରେ ବିଜେପି ରାଜ୍ୟ ସଂପାଦକ ନବୀନ ରାମ, ଅନୁଷ୍ଠାନର ସିଇଓ ଵିନୋଦ କୁମାର,ପ୍ରୋଜେକ୍ଟ ମୁଖ୍ୟ ଅନିଶା ଯାଦବ,ସଂଯୋଜକ ଆଦିତ୍ଯ ସାକସେନା ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଥିଲେ । ଲୋକସଭା ସାଂସଦ ନବ ଚରଣ ମାଝୀଙ୍କ ମାର୍ଗ ଦର୍ଶନରେ […]
Read More Text.