ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ୍, Odisha Legislative ASSEMBLY ଉଦଘାଟିତ
ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ୍ Odisha Legislative ASSEMBLY ଉଦଘାଟିତ । ଉଦଘାଟନ କଲେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ । ଅଧିକ ସ୍ୱଚ୍ଛ ଓ ଦକ୍ଷ ଶାସନ ଦିଗରେ ଯାତ୍ରାର ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ ହେବ । ଓଡ଼ିଶା ସରକାର NICT ବିଭାଗ ଓ ଭାରତ ସରକାର NICର ବୈଷୟିକ ପରାମର୍ଶ ଦ୍ୱାରା ଏହି ୱେବସାଇଟ୍ ପ୍ରସ୍ତୁତ ହୋଇଛି । ବିଧାନସଭାର କାର୍ଯ୍ୟ ଧାରାକୁ ଜନସାଧାରଣଙ୍କ ପାଇଁ ଅଧିକ ସୁଗମ ଓ […]
Read More Text.