ଦୁଇ ଦିନରେ ଫେରିଯିବ ମୌସୁମୀ, ଆଗକୁ ବଢିବ ଶୀତ
ଭୁବନେଶ୍ୱର : କମିବ ବର୍ଷା, ବଢିବ ଶୀତ । ଆସନ୍ତା ୨ଦିନରେ ଫେରିଯିବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁଗୂଳ ରହିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ହାଲୁକା ଥଣ୍ଡା ଅନୁଭୂତ ହେଲାଣି । ଆଗକୁ ଶୀତ ବଢିବା ସହ କାକର ପଡିବ । ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀର ଅପସାରଣ ସ୍ପଷ୍ଟ ହୋଇଛି । ଆଗାମୀ ଦୁଇଦିନ ମଧ୍ୟରେ ଦେଶରୁ ସମ୍ପୂର୍ଣ୍ଣ ରୂପେ ବିଦାୟ ନେବ ମୌସୁମୀ । ୨୪ ଘଣ୍ଟା […]
Read More Text.