ଓଡିଶା ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ ଓ ସଂରକ୍ଷଣ ର ଅଗ୍ରଦୂତ ଥିଲେ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ
ଆମେ ମୟୂର ଭଞ୍ଜିଆ ପକ୍ଷରୁ 132 ତମ ଜୟନ୍ତୀ ଉତ୍ସବ ପାଳିତ ବାରିପଦା: ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ, ବିଶିଷ୍ଟ ଐତିହାସିକ ତଥା ସୁ ସାହିତ୍ୟିକ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ଙ୍କ 132 ତମ ଜୟନ୍ତୀ ଆମେ ମୟୂର ଭଞ୍ଜିଆ ପକ୍ଷରୁ ପାଳିତ ହୋଇ ଯାଇଛି l ଅଗଷ୍ଟ 29 ତାରିଖ ଶୁକ୍ରବାର ସକାଳ 8 ଘଟିକା ସମୟରେ ସ୍ଥାନୀୟ ଦେଉଳସାହି ଠାରେ ଥିବା ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରା […]
Read More Text.