ସ୍ତ୍ରୀ’କୁ ପିଟି ପିଟି ହତ୍ୟା କଲା ସ୍ୱାମୀ
ସୋର: ପତ୍ନୀହନ୍ତା ପାଲଟିଲା ସ୍ୱାମୀ । ଟାଙ୍କେ ମଦ ପିଇ ଦେଇ ସ୍ତ୍ରୀକୁ ଏମିତି ବାଡ଼େଇଲା ଯେ ଜୀବନ ଚାଲିଗଲା । ପାରିବାରିକ କଳହର କରୁଣ ପରିଣତି । ଏବେ ଘଟଣାର ଛାନବିନ କରୁଛି ପୋଲିସ । ହଁ ଦର୍ଶକ ବନ୍ଧୁ, ଏ କୁଡ଼ିଆଟିକୁ ଟିକେ ଭଲ କରି ଦେଖନ୍ତୁ ଏ ଘରେ ଗୋଟେ ନିରୀହ ସ୍ତ୍ରୀକୁ ତା’ ସ୍ୱାମୀ ବାଡେଇ ବାଡ଼େଇ ମାରି ଦେଇଛି । ବିବାହ ଭଳି ପବିତ୍ର ସମ୍ପର୍କ ଆଜି ରକ୍ତାକ୍ତ ହୋଇ ଯାଇଛି […]
Read More Text.