ନବୀନଙ୍କୁ ସମାଲୋଚନା କଲେ ଜୟ, ପ୍ରଚାରକୁ ଆସିଲେ ହେଲେ ବାପାଙ୍କ ଏକାଦଶାହରେ ଆସିଲେନି
ନୂଆପଡ଼ା : ବିଜେଡି ସୁପ୍ରିମୋଙ୍କ ବେଇମାନ ଉପଖ୍ୟାନକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସକାଳୁ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମୋ ବାପାଙ୍କ ସହ ନବୀନ ପଟ୍ଟନାୟକଙ୍କର ଭଲ ସମ୍ପର୍କ ଥିଲା। ସେ ମୋର ପିତୃତୁଲ୍ୟ ଥିଲେ। ହେଲେ ଯେତେବେଳେ ମୋ ବାପା ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ଥିଲେ । ସେତେବେଳେ ଥରୁଟିଏ ମଧ୍ୟ ନବୀନ ଫୋନ୍ କରିନଥିଲେ କିମ୍ବା ଦେଖିବାକୁ ଆସିନଥିଲେ। ଏପରିକି ବାପାଙ୍କ ପରଲୋକ ପରେ ଶ୍ରଦ୍ଧାଞ୍ଜଳୀ […]
Read More Text.