ବାଇକ କୁ ପିଟି ଦୃତ ଗତିରେ ଆସି ପଳାଇଲା ଅଜଣା ଗାଡ଼ି
ସ୍ବାମୀ ଅଳ୍ପକେ ରକ୍ଷା ପାଇଲା ବେଳେ ପତ୍ନୀ ଓ ଛୁଆ ଗୁରୁତର ବାରିପଦା- ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇରଙ୍ଗପୁର – ବିଶୋଇ ରାଜ୍ୟ ରାଜପଥ ବଡାମତଳିଆ ପାଖରେ ଏକ ବାଇକ୍ କୁ ଧକ୍କା ଦେଇ ଦୃତ ଗତିରେ ପଳାଇଲା ଅଜଣା ଗାଡ଼ି ।ସୂଚନା ଯୋଗ୍ୟ ଟିକରପଡା ଗ୍ରାମର ଆରତି କିସ୍କୁ, ତାଙ୍କ ଛୁଆ ଏବଂ ସ୍ବାମୀ ବାଇକ ସାହାଯ୍ୟରେ ଯାଉଥିବାବେଳେ ବଡାମତଳିଆ ପାଖରେ ଏକ ଅଜଣା ଗାଡ଼ି ପଛରୁ ଧକ୍କା ଦେଇ ଖସି […]
Read More Text.