ଫସଲ ନଷ୍ଟ କଲେ ଗୋରୁ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ୨୨ ପରିବାର
ନବରଙ୍ଗପୁର: ଜଙ୍ଗଲ ଜମିରେ ଫସଲ ନଷ୍ଟ କଲେ ଗୋରୁ । ଅଭିନବ ପ୍ରତିବାଦରେ ୨୨ ପରିବାର। ଉମରକୋଟର ଜଙ୍ଗଲ ଜମିରେ ହୋଇଥିବା ଚାଷକୁ ଦୁଇ ବନ ସୁରକ୍ଷା ସମିତିର ସଦସ୍ୟ ଗୋରୁ ଚୋରେଇ ଫସଲ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ଏନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଖାଲିବେଢ଼ା ଗାଁର ୨୨ଟି ପରିବାର । ହଣ୍ଡା ଡେକିଚି ଆଣି ରୋଷେଇ କରି ଖାଇଲେ। ଆଉ ଧାରଣାରେ ବସିଲେ। ଉମରକୋଟ ବ୍ଲକ ହୀରାପୁର ପଞ୍ଚାୟତ ଖଲିଗୁଡା […]
Read More Text.