ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ବେକ କାଟିଲା ସ୍ୱାମୀ
ବାଲେଶ୍ବର: ପାରିବାରିକ କଳହ ନେଲା ସ୍ତ୍ରୀର ଜୀବନ । ରାଗରେ ନରହନ୍ତା ପାଲଟିଲା ସ୍ୱାମୀ । ସୈତାନ୍ ସ୍ୱାମୀର ନୃଶଂସ କାଣ୍ଡ । ବିଳମ୍ବିତ ରାତିରେ ନେଲା ସ୍ତ୍ରୀର ଜୀବନ । ହଁ ଆଜ୍ଞା, ପାରିବାରିକ କଳହର କରୁଣ ପରିଣତି । ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକ କାଟି ଦେଲା ସ୍ୱାମୀ । ଏମିତି ଘଟଣା ଶୁଣିଲେ ଆପଣଙ୍କର ବି ଛାତି ଥରି ଉଠିବ । ସ୍ୱାମୀର ଆକ୍ରମଣରେ ଆଜି ଚିରନିଦ୍ରାରେ ଶୋଇଯାଇଛି ସ୍ତ୍ରୀ । […]
Read More Text.