୭ଦଫା ଦାବି ନେଇ ମଧ୍ୟାହ୍ନ ଭୋଜନ ପାଚିକା ମହାସଙ୍ଘ ମୟୁରଭଞ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ
ପୂରଣ ନ ହେଲେ ବିଧାନସଭା ଘେରାଉ ପାଇଁ ଚେତାବନୀ ବାରିପଦା : ଆଜି ମଙ୍ଗଳବାର ପୂର୍ବାହ୍ନରେ ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ନିକଟରୁ “ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ”ର ଆନୁକୁଲ୍ୟରେ ମୟୁରଭଞ ଶାଖା ପକ୍ଷରୁ ପାଚିକା ମାନଙ୍କର ମୌଳିକ ସାମ୍ବିଧାନିକ ୭ଦଫା ଦାବି ପୂରଣ ଦାବୀ କୁ ନେଇ ଏକ ବିରାଟ ବିକ୍ଷୋଭ ର୍ୟାଲି ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ସଭାପତି ଜଗେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ […]
Read More Text.