ପି ଆର ଏମ ଡାକ୍ତରଖାନାକୁ ୫ଟି ଷ୍ଟେଚାର ଦାନ କଲେ ବାସ୍ତବ ପରିବାର ଓ ଆର. କେ. ଫାଉଣ୍ଡେସନ
ବାରିପଦା : ବାରିପଦାର ଦୁଇ ପ୍ରମୁଖ ଅନୁଷ୍ଠାନ ବାସ୍ତବ ପରିବାର ଓ ଆର. କେ. ଫାଉଣ୍ଡେସନ ବିଭିନ୍ନ ସମୟରେ ଜନହିତକର କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି I ପି ଆର ଏମ ଡାକ୍ତରଖାନାରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ୁଥିବାରୁ ଷ୍ଟେଚାରର ଆବଶ୍ୟକତାକୁ ଉପଲବ୍ଧି କରି ଆଜି ଉଭୟ ଅନୁଷ୍ଠାନ ମିଳିତ ଭାବେ ରୋଗୀ ମାନଙ୍କୁ ସୁବିଧାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାପାଇଁ ୫ ଟି ଷ୍ଟେଚାର ଦାନକରିଛନ୍ତି I ବାସ୍ତବ ପରିବାରର ବରିଷ୍ଠ ସଦସ୍ୟ ନନ୍ଦଲାଲ […]
Read More Text.