Accident c

ସ୍କୁଲ ବସ୍-ବାଇକ ମୁହାଁମୁହିଁ: ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ

ଉମରକୋଟ : ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ତୁରୁଡି ଗାଁର ସମାରୁ ଗଣ୍ଡ । ବସଟି ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯିବା ବେଳେ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।  ଆହତ ଛାତ୍ରଛାତ୍ରୀଙ୍କୁ ରାଇଘର ମେଡିକାଲରେ […]

Read More Text.
Gundicha temple 1 738x430

ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର

ପୁରୀ: ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବ ବ୍ୟବସ୍ଥା। ଭକ୍ତମାନେ ଟିକେଟ୍‌ କରି ଦର୍ଶନର ସୁଯୋଗ ପାଇବେ। ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ଏଥିସହ ଗୁଣ୍ଡିଚା ମନ୍ଦିରର ଅନ୍ୟ ତିନି ପାର୍ଶ୍ବର ଉନ୍ନତୀକରଣ କରାଯିବ। ଗୁଣ୍ଡିଚା ମନ୍ଦିର ଭିତର ବେଢ଼ା ଓ ବାହାର ବେଢ଼ାର ପୁନଃ ଉନ୍ନତୀକରଣର ପ୍ରସ୍ତାବିତ ଡିଜାଇନ୍‌ ଓ ମାଷ୍ଟରପ୍ଲାନ୍‌ର ସମୀକ୍ଷା କରାଯାଇଛି। ଇନ୍ଦ୍ରଦ୍ୟୁମ୍ନ ଓ ନୃସିଂହ ମନ୍ଦିରର ଉନ୍ନତୀକରଣ ନେଇ ମଧ୍ୟ ଆଲୋଚନା କରାଯାଇଛି। ଗଜପତି […]

Read More Text.
Screenshot 2025 10 15 160305 e1760525443608

ପୂର୍ବତନ ବିଧାୟକ ହେମେନ୍ଦ୍ର ମହାପାତ୍ରଙ୍କ ଦେହାନ୍ତ

ସୁନ୍ଦରଗଡ଼: ବରିଷ୍ଠ ନେତା ତଥା ପୂର୍ବତନ ଓଡ଼ିଶା ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ର ଦୀର୍ଘଦିନରୁ ଅସୁସ୍ଥ ଥିଲେ। ୯୨ ବର୍ଷ ବୟସରେ ବୁଧବାର ଦିନ ତାଙ୍କର ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହେମେନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ର ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଖୁଣ୍ଟାଗାଁ ଗ୍ରାମରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଦୃଢ଼ ନେତୃତ୍ୱ ଏବଂ ସଂଗଠନ ଦକ୍ଷତା ପାଇଁ ଜଣାଶୁଣା ଥିଲେ। ସେ ଲଗାତାର […]

Read More Text.
1

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ର ପଲମକୁ  ନୂତନ ବ୍ଲକ ଘୋଷଣା ଦାବୀରେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

କଳାହାଣ୍ଡି  : କଳାହାଣ୍ଡି  ଜିଲ୍ଲା ନର୍ଲା ବ୍ଲକ୍ ର  ପଲମକୁ ନୂତନ ବ୍ଲକର ମାନ୍ୟତା ପାଇଁ ୧୩ଗୋଟି  ପଞ୍ଚାୟତ ବାସିନ୍ଦା ଦାବୀ କରି ଛନ୍ତି ।ଆଜି କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କୁ ତାଙ୍କ ବାସ ଭବନରେ   ଦାବୀପତ୍ର ପ୍ରଦାନ କରିଛନ୍ତି ।  ୧୩ଗୋଟି ଗ୍ରାମପଞ୍ଚାୟତର ଜନ ପ୍ରତିନଧି ଶିକ୍ଷାବିତ ଓ ଜନସାଧାରଣ ଯୋଗଦେଇ ପଲମରେ ନୂତନ ବ୍ଲକ୍ ଗଠନ ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବା ପାଇଁ ଏକଜୁଟ ହେଇଛନ୍ତି ।ଏଥିପାଇଁ ପାଇଁ ପୂର୍ବରୁ […]

Read More Text.
Img 20251014 wa0180

ଦୀର୍ଘ ବର୍ଷ ପରେ ସଫଳତାର ସ୍ୱାଦ ଚାଖିଲେ ଭାନୁପ୍ରତାପ – ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ 

ବାରିପଦା :  ଦୀର୍ଘ ୩୦/୩୫ ବର୍ଷ ଧରି ରାଇଫଲ ଚାଳନା ପ୍ରତିଯୋଗିତା ପାଇଁ ଅଭ୍ୟାସ କରିବା ସହ ବିଭନ୍ନ ସମୟରେ ବିଫଳ ହୋଇ ଶେଷରେ ସଫଳତାର ସ୍ୱାଦ ଚାଖିଲେ ମୟୁରଭଞ୍ଜ ଜିଲ୍ଲା ବାରିପଦା ନିବାସୀ ଭାନୁପ୍ରତାପ ଭଞ୍ଜଦେଓ I ତାଳଚେର ଠାରେ ଅନୁଷ୍ଠିତ ଅନୁଗୁଳ ଜିଲ୍ଲା ରାଇଫଲ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୬୦ ତମ ବାର୍ଷିକ ସୁଟିଂ ପ୍ରତିଯୋଗିତାରେ ଭେଟେରାନ ବର୍ଗରେ ଅଂଶଗ୍ରହଣ କରି ଭାନୁପ୍ରତାପ ୬୫ ବର୍ଷ ବୟସରେ ପ୍ରଥମ ସ୍ଥାନ ଅଧିକାର କରି ଅନ୍ୟମାନଙ୍କ […]

Read More Text.
Img 20251014 wa0178

୭ମ ବାରିପଦା ଜାତୀୟ ଆଦିବାସୀ କ୍ଷୁଦ୍ର ଚଳଚିତ୍ର ଉତ୍ସବ – ୨୦ ନଭେମ୍ବର ସୁଦ୍ଧା ପଞ୍ଜିକରଣ

ବାରିପଦା : ସାନ୍ତାଳୀ ଆର୍ଟ ଏଣ୍ଡ ଫିଲ୍ମ ଡେଭେଲପମେଣ୍ଟ ଫାଉଣ୍ଡେସନ ଆନୁକୂଲ୍ୟରେ ୭ମ ବାରିପଦା ଜାତୀୟ ଆଦିବାସୀ କ୍ଷୁଦ୍ର ଚଳଚିତ୍ର ଉତ୍ସବ ଡିସେମ୍ବର ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ I ଜାତୀୟ ସ୍ତରୀୟ ଏହି ପ୍ରତିଯୋଗିତାରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଦୁଇଟି ବିଭାଗ – କ୍ଷୁଦ୍ର ଚଳଚିତ୍ର (୩୦ ମିନିଟ) ଓ ଡକ୍ୟୁମେଣ୍ଟାରି (୪୫ ମିନିଟ) ଫିଲ୍ମ ଗୁଡିକ ଅଂଶଗ୍ରହଣ କରିପାରିବେ ଏବଂ ଇଛୁକ ପ୍ରଯୋଜକ ମାନେ ଅନଲାଇନ ରେ ନଭେମ୍ବର ମାସ […]

Read More Text.
Img 20251014 wa0184

ମହିଳାଙ୍କ ପାଇଁ ପାରିବାରିକ ହିଂସା ସୁରକ୍ଷା ଆଇନ -୨୦୦୫ ସମ୍ବନ୍ଧୀୟ ଜିଲ୍ଲା ସ୍ଥରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବାରିପଦା: ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ (ସଦଦ୍ଭାବନା)ଗୃହ ଠାରେ ଜିଲ୍ଲା ସ୍ତରୀୟ ମହିଳାଙ୍କ ପାଇଁ ପାରିବାରିକ ହିଂସା ସୁରକ୍ଷା ଆଇନ -୨୦୦୫ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା . I ଏଥିରେ ମୟୁରଭଞ୍ଜ ର ଅତିରିକ୍ତ ଜିଲ୍ଲାପାଳ  ଦୁଖବନ୍ଧୁ ନାୟକ ଅଧକ୍ଷ୍ୟତ କରିଥିଲେ I ଜିଲ୍ଲାର ସମସ୍ତ ଶିଶୁ ବିକାଶ ଯୋଜନା ଅଧିକାରୀ ,ପୋଲିସ ଅଧିକାରୀ, ଶକ୍ତି ସଦନ ,ସଖି One Stop Centre ର କର୍ମକର୍ତା ଜିଲ୍ଲାର କାର୍ଯ୍ୟକ୍ରମ ଅଧିକାରୀ ,ପରିବାର ପରାମର୍ଶ କେନ୍ଦ୍ର ର […]

Read More Text.
Img 20251014 wa0187

ବହଳଦା ପୋଲିସ ର ସଫଳତା; ଡକାୟତ ଉଦ୍ୟମକୁ ପଣ୍ଡକଲା ପୋଲିସ

ପୋଲିସ ଯନ୍ତାରେ ୪ ଆନ୍ତଃଜିଲ୍ଲା ଦୁର୍ଦାନ୍ତ ଡକାୟତ ଗିରଫ  ଧଳା  ରଙ୍ଗର ଆର୍ଟିଜା କାର୍, ପିସ୍ତଲ,ମାଗାଜିନ୍,କାତାଲ,ଧାରୁଆ ଅସ୍ତ୍ର ,ମୋବାଇଲ ଜବତ  ବାରିପଦା: ଆନ୍ତଃ ରାଜ୍ୟ ଦୁର୍ଦାନ୍ତ ଡକାୟତ,ଲୁଟେରା ଙ୍କ ନଜର ପଡିଛି   ଶାନ୍ତ ପ୍ରବଣ  ବାମନଘାଟି ଉପଖଣ୍ଡର ସିମାନ୍ତ ଅଞ୍ଚଳରେ ।ଦୁର୍ଦାନ୍ତ ଅପରାଧୀମାନେ ଲୁଟ୍‌,ହତ୍ୟା,ରାହାଜାନୀ କରି  ଖୁବ୍ ସହଜରେ  ପଡୋଶୀ ଝାଡଖଣ୍ଡ ରାଜ୍ଯକୁ ଖସି ପଳାଉଛନ୍ତି । ୧୨ ତାରିଖ ରାତିରେ ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗ୍ରାମର ପ୍ରକାଶ ସୋରେନ ଙ୍କ ଘରେ  ଡକାୟତମାନେ  ଡକାୟତି  କରିଵା ସମୟରେ […]

Read More Text.
Cm kendujhar 1068x601

ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର

ଭୁବନେଶ୍ୱର: କେନ୍ଦୁଝରର ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ୨ୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର(Regional Plant Resource Centre)। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର ପ୍ରଶାସନ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ମାନସ ପ୍ରକଳ୍ପ ଭାବେ ବିକଶିତ ହେବାକୁ ଥିବା ଏହି କେନ୍ଦ୍ର ଓଡିଶାର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭାବେ   ସାନଘାଗରାଠାରେ ପ୍ରାୟ ୧୩୪ […]

Read More Text.
Berhampur university 1068x601

ହଷ୍ଟେଲ ବର୍ଦ୍ଧିତ ଫି’ ହ୍ରାସ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ଗୋପାଳପୁର: ଛାତ୍ରାବାସର ବର୍ଦ୍ଧିତ ଫି’ ହ୍ରାସ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ମଙ୍ଗଳବାର ପ୍ରଶାସନିକ କୋଠା ସମ୍ମୁଖରେ ଧାରଣା ଦେଇ ଫି’ ବୃଦ୍ଧିର ପ୍ରତିବାଦ କରିଥିଲେ। ଶେଷରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ୧୫ ଦିନ ମଧ୍ୟରେ ଫି’ କମାଇବା ନିମନ୍ତେ ସିଣ୍ଡିକେଟ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ଏବଂ ଏଥି ନିମନ୍ତେ ସମୟ ଦରକାର ବୋଲି କୁହାଯିବା ପରେ ବିଦ୍ୟାର୍ଥୀମାନେ ବିକ୍ଷୋଭରୁ ଓହରିଥିଲେ। […]

Read More Text.