କାର ଧକ୍କା ଦେଲା ବାଇକ କୁ, ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ
ବାରିପଦା – ଗତକାଲି ବିଳମ୍ବିତ ରାତ୍ରିରେ ବାରିପଦା ସହର ଦେଇ ଯାଇଥିବା ଜାତୀୟ ରାଜପଥ ର ସ୍ଥାନୀୟ ଜୁବିଲି ପେଟ୍ରୋଲ ପମ୍ପ ନିକଟରେ ଜଣେ ବାଇକ ଆରୋହୀ ଙ୍କୁ ପଛପଟୁ ଏକ ଇନୋଭା କାର ଦ୍ରୁତ ଗତିରେ ଆସି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଅଛି l ଦୁର୍ଘଟଣା ଏତେ ଭୟାନକ ଥିଲାଯେ କାର ଟି ବାଇକ ଆରୋହୀ ଙ୍କୁ କିଛି ଦୂର ଘୋଷାଡ଼ି ନେଇଥିଲା l ଫଳରେ ବାଇକ ଆରୋହୀ […]
Read More Text.