୧୬ ବର୍ଷରୁ କମ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଘାଟଶିଳା ଚମ୍ପିୟାନ
ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ୨ୟ ବାର୍ଷିକ ୧୬ ବର୍ଷରୁ କମ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ୭ନଂ ୱାର୍ଡ କାଉନସିଲର ପ୍ରଶାନ୍ତ ବେହେରା ଏହି ମ୍ୟାଚକୁ ଉଦଘାଟନ କରିଥିଲେ I ଫାଇନାଲ ମ୍ୟାଚରେ ସି ଏ ଜି, ଘାଟଶିଳା ୩ ରନରେ ବି ସି ଏ, ବାରିପଦା କୁ ପରାସ୍ତ କରି ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ଘାଟସିଳା ୨୦ ଓଭରରେ […]
Read More Text.