File photo of bjd leader pramila mallick

ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କର ସମ୍ପୃକ୍ତି ନାହିଁ: ପ୍ରମିଳା

ଭୁବନେଶ୍ଵର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କର ସମ୍ପୃକ୍ତି ନାହିଁ ବୋଲି କହିଛି ବିଜେଡି। ଏକ ପ୍ରେସମିଟରେ ପ୍ରମିଳା ମଲ୍ଲିକ ଏବଂ ଭୃଗୁ ବକ୍ସିପାତ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି ନୂଆପଡା ଉପନିର୍ବାଚନକୁ ଦେଖି ସରକାର ନୂଆ ଚକ୍ରାନ୍ତ କରିଛନ୍ତି। ବିଜେଡିକୁ ବଦନାମ କରିବା ପାଇଁ ଏସ୍‌ପିଙ୍କ ଜରିଆରେ ଉଦ୍ୟମ କରାଯାଇଛି। ଜିଲ୍ଲାର ମନ୍ତ୍ରୀ ବିଭୂତି ଜେନାଙ୍କୁ ବଞ୍ଚାଇବା ପାଇଁ ଷଡଯନ୍ତ୍ର ହୋଇଛି। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କ୍ୟାରିୟରକୁ ନଷ୍ଟ କରିବାକୁ […]

Read More Text.
Bhakta charan das

ନିର୍ବାଚନ ଲଢ଼ିବାକୁ କଂଗ୍ରେସର ଟଙ୍କା ନାହିଁ ! ସହଯୋଗ ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି

ଭୁବନେଶ୍ୱର: ନୂଆପଡ଼ା ଉପ-ନିର୍ବାଚନ ଲଢ଼ିବା ପାଇଁ ରାଜ୍ୟ କଂଗ୍ରେସ ପାଖରେ ଟଙ୍କା ନାହିଁ।  ବିଜେଡି  ଓ ବିଜେପି ପାଖରେ ଅର୍ଥବଳ ଥିବାରୁ ଉଭୟ ଦଳ ଏହି ଉପ-ନିର୍ବାଚନରେ ଟଙ୍କା ଖର୍ଚ୍ଚ କରିପାରିବେ। ସେମାନଙ୍କୁ ଟକ୍କର ଦେବାକୁ ହେଲେ ଅର୍ଥର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ସମସ୍ତ କଂଗ୍ରେସ ନେତା ଏବଂ କର୍ମୀଙ୍କୁ ଆର୍ଥିକ ସହଯୋଗ କରିବାକୁ ଚିଠି ଲେଖିଛନ୍ତି। ଏହି ଉପ-ନିର୍ବାଚନରେ ପ୍ରାର୍ଥୀ ଘୋଷଣା, ନାମାଙ୍କନପତ୍ର ଦାଖଲ ଏବଂ ପ୍ରଚାରରେ […]

Read More Text.
00 6

ପୋଲ ତଳକୁ ଖସିଲା ବାଇକ୍: ଯୁବକ ମୃତ

ବିନିକା: ସୁବର୍ଣ୍ଣପୁର ଜିଲା ବିନିକା ନିକଟ ବେଲପଡା ମଗରକୁନ୍ଦା ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଜଣେ ବାଇକ୍ ଆରୋହୀ ବ୍ରିଜ୍ ତଳକୁ ଖସି ପଡ଼ିଥିଲେ। ଗୁରୁତର ଯୁବକ ଜଣକ ଯୁଦ୍ଧମନ୍ୟୁ ଦ୍ଵାରୀ ବୋଲି ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Read More Text.
Presen

ନୂଆପଡା ଉପ ନିର୍ବାଚନ: ଘାସିରାମ ଓ ଜୟଙ୍କ ନାମାଙ୍କନ କାଏମ

ନୂଆପଡା: ସତ୍ୟପାଠରେ ନିଜ ଅପରାଧିକ ତଥ୍ୟ ଲୁଚାଇଥିବାରୁ ନୂଆପଡା ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥିପତ୍ର ନାକଚ କରିବା ପାଇଁ ଭାରତୀୟ ଜନତା ପାର୍ଟି ଦାବି କରିଥିଲା । ଏନେଇ ଆଜି ବିଜେପି ପକ୍ଷରୁ ଉଚ୍ଚ ନ୍ୟାୟାଳୟରୁ ଓକିଲ ଆଣି ଜାତୀୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମାଙ୍କନ ନାକଚ କରିବା ପାଇଁ ଆବେଦନ କରିଥିଲେ। ଘାସିରାମଙ୍କ ପାଇଁ ମଧ୍ୟ ନିଜେ ଭକ୍ତାଦସଙ୍କ ସହ ନୂଆପଡ଼ାର ବରିଷ୍ଠ ଓକିଲ ଶେତରାମ୍ ଦେୱାଙ୍ଗନ ଉପସ୍ଥିତ ଥିଲେ। […]

Read More Text.
Wife murder

ସ୍ତ୍ରୀ’କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ସୋର: ପତ୍ନୀହନ୍ତା ପାଲଟିଲା ସ୍ୱାମୀ । ଟାଙ୍କେ ମଦ ପିଇ ଦେଇ ସ୍ତ୍ରୀକୁ ଏମିତି ବାଡ଼େଇଲା ଯେ ଜୀବନ ଚାଲିଗଲା । ପାରିବାରିକ କଳହର କରୁଣ ପରିଣତି । ଏବେ ଘଟଣାର ଛାନବିନ କରୁଛି ପୋଲିସ । ହଁ ଦର୍ଶକ ବନ୍ଧୁ, ଏ କୁଡ଼ିଆଟିକୁ ଟିକେ ଭଲ କରି ଦେଖନ୍ତୁ ଏ ଘରେ ଗୋଟେ ନିରୀହ ସ୍ତ୍ରୀକୁ ତା’ ସ୍ୱାମୀ ବାଡେଇ ବାଡ଼େଇ ମାରି ଦେଇଛି । ବିବାହ ଭଳି ପବିତ୍ର ସମ୍ପର୍କ ଆଜି ରକ୍ତାକ୍ତ ହୋଇ ଯାଇଛି […]

Read More Text.
Frnds 1

ନଦୀରେ ଭାସିଗଲେ ୩ ସାଙ୍ଗ: ଜଣେ ମୃତ ଓ ୨ ନିଖୋଜ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କୃଷ୍ଣାନନ୍ଦପୁର ଥାନା ପାଇକା ନଦୀରେ ଅଘଟଣ ଘଟିଛି । ନଦୀରେ ଗାଧୋଇବାବେଳେ ୩ ଜଣ ସାଙ୍ଗ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ନିଖୋଜ ଅଛନ୍ତି । ମୃତକ ଶିଶିର କୁମାର ବେହେରା ବୋଲି ଜଣାପଡିଛି। ସାଙ୍ଗ ହୋଇ ଗାଧୋଇବାବେଳେ ୩ ଜଣ ଭାସିଯାଇଥିଲେ । ଜଣଙ୍କର ମୃତଦେହ ମିଳିଛି । ଅନ୍ୟ ଦୁଇଜଣ ଏବେବି ନିଖୋଜ ଅଛନ୍ତି। ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି […]

Read More Text.
Bbsr unit 1

ଭୁବନେଶ୍ବର ୟୁନିଟ୍-୧ ପରିବା ମାର୍କେଟରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ଧରଣର ଅଗ୍ନିକାଣ୍ଡ । ହାଟରେ ଥିବା ଅନେକ ଦୋକାନ, ପରିବା ଗୋଦାମରେ ଲାଗିଛି ନିଆଁ । ପାଲ, ତମ୍ବୁ ଯୋଗୁଁ ଭୟଙ୍କର ଭାବେ ବ୍ୟାପୁଛି ନିଆଁ । ୪୦ ରୁ ୫୦ ଟି ଦୋକାନରେ ନିଆଁ ଲାଗିଥିବା ସୂଚନା । ଏଥିସହ ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ୮ଟି ଅଗ୍ନିଶମ ଗାଡ଼ି ନିୟୋଜିତ ଅଛି । ସୂଚନା ଦେଇଛନ୍ତି ଆସିଷ୍ଟାଣ୍ଡ ଫାୟାର ଅଫିସର […]

Read More Text.
Pitabasa v

ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ, ୫୦ ଲକ୍ଷରେ ମର୍ଡର ଡିଲ୍

ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡା ଗିରଫ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ । ଗତକାଲି ରାତିରେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା ପୋଲିସ ।  ଗଜପତିନଗରସ୍ଥିତ ତାଙ୍କ ବାସଭବନରୁ ତାଙ୍କୁ ଉଠାଇ ଆଣି ରାତିସାରା ଜେରା ଚାଲିଥିଲା । ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି । ବିଜେପି ନେତା ଓ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାର ୧୭ ଦିନ ପରେ ଗିରଫ । ଏଯାଏ […]

Read More Text.
Group clash v

ମହିଳାଙ୍କୁ ମାଡ ମାରି ଘର ଓ ସ୍କୁଟି ଜାଳିଦେଲେ

ଅନୁଗୁଳ:  ଅନୁଗୁଳରେ ଗୋଷ୍ଠୀ ସଂଘର୍ଷ, ଜାଳିଦେଲେ ଘର। ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ। ଦୀପାବଳି ସନ୍ଧ୍ୟାରେ ସହର ଉପକଣ୍ଠ କୁମଣ୍ଡ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ  ଗୋଟେ ଗୋଷ୍ଠୀ ମହିଳାଙ୍କୁ ମାଡ ମାରିବା ସହ ଘର ଓ ସ୍କୁଟି ଜାଳିଦେଇଥିବା ଅଭିଯୋଗ ହୋଇଛି ।  ଏନେଇ ଥାନାରେ ଏତଲା ଦିଆଯାଇଛି । ଥାନା ଆଗରେ ଧାରଣା ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।  ଗାଁରେ ଚାପା […]

Read More Text.
Murder 750x430

ସମ୍ପତ୍ତି ପାଇଁ ବାପା, ମାଆଙ୍କୁ ହାଣିଦେଲା ପୁଅ

ଭଦ୍ରକ: ସମ୍ପତ୍ତି ପାଇଁ ପୁଅ ଭୁଲିଗଲା ସମ୍ପର୍କ । ବୃଦ୍ଧ ବାପା ମାଆଙ୍କୁ ହାଣିଲା ସମ୍ପତ୍ତି ଲୋଭୀ ପୁଅ । ଦୁହେଁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଭଦ୍ରକ ଚାନ୍ଦବାଲି ଖେରଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଳବନ୍ଧ ଗାଁର ଏ ଅଭାବନୀୟ ଘଟଣା ଘଟିଛି। ଗୁରୁତୁର ଅବସ୍ଥାରେ ବୃଦ୍ଧ ବାପା, ମା’ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପାରିବାରିକ କଳହରୁ ହାଣିଥିବା ସୂଚନା ରହିଛି। ସୂଚନା ଅନୁସାରେ, ଗାଁର ମନୋଜ ନାୟକ ବିଳମ୍ବିତ ରାତିରେ ବାପା ମଧୁସୂଦନ ନାୟକ […]

Read More Text.