ଭଡ଼ାରେ ଚାଲିଛି ଡ଼ାକଘର, ବିଟିପୁର ଉପଡ଼ାକଘର ନିର୍ମାଣ ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପଡ଼ିବ କେବେ ?
ତହସିଲଦାରଙ୍କ କାର୍ଯ୍ୟପନ୍ଥାକୁ ନେଇ ପ୍ରଶ୍ନବାଚୀ ଆଗରପଡ଼ା:ଆଗରପଡ଼ା ସ୍ଥିତ ବିଟିପୁର ଉପଡ଼ାକଘରର ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ବନ୍ତ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଭଦ୍ରକ ପୋଷ୍ଟାଲ ଅଧୀକ୍ଷକଙ୍କୁ ଆବଶ୍ୟକୀୟ କାଗଜପତ୍ର ପ୍ରେରଣ ପାଇଁ ପତ୍ର ଲେଖାଯାଇଥିଲା । ପୋଷ୍ଟାଲ ଅଧୀକ୍ଷକଙ୍କ ତରଫରୁ ବନ୍ତ ତହସିଲ କାର୍ଯ୍ୟାଳୟକୁ ଆବଶ୍ୟକୀୟ କାଗଜପତ୍ର ପ୍ରେରଣକୁ ଇତି ମଧ୍ୟରେ ମାସାଧିକ କାଳ ବିତି ଯାଇଥିଲେ ସୁଦ୍ଧା ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସ୍ଥାୟୀ ଗୃହ ନିର୍ମାଣ ପ୍ରସଙ୍ଗରେ ବିଳମ୍ବ ଘଟୁଥିବା ଜଣାପଡ଼ିଛି […]
Read More Text.