ଜାତୀୟ ଚକ୍ଷୁଦାନ ପକ୍ଷ ଅବସରରେ ସଚେତନତା ରାଲି
ବାରିପଦା : ବାରିପଦା ମହାବିଦ୍ୟାଳୟ ଠାରେ ଜାତୀୟ ଚକ୍ଷୁଦାନ ପକ୍ଷ ଅବସରରେ ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କ ତରଫରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଅଛି l ମହାବିଦ୍ୟାଳୟ ର +୨ ର ଅଧକ୍ଷ ରାଜେଶ୍ କୁମାର ଷଡଙ୍ଗୀ ଙ୍କ ତତ୍ତ୍ଵାବଧାନରେ ରାଲିର ଶୁଭାରମ୍ଭ ହୋଇଥିଲା । ଏହାର ପରିଚାଳନା କରିଥିଲେ Nss ଏବଂ YRC କାଉନସେଲର ଅଟଳ କୁମାର ମହାନ୍ତ। ଅନୁଷ୍ଠିତ ରାଲିରେ ଦୃଷ୍ଟିଦାନ ଆଇ ବ୍ୟାଙ୍କ୍ ତରଫରୁ ଯୋଗ ଦେଇଥିଲେ ଆଇ ବ୍ୟାଙ୍କ୍ ମ୍ୟାନେଜର ଜ୍ୟୋତିର୍ମୟୀ […]
Read More Text.