ଆତ୍ମହତ୍ୟା ଲାଗି ଉସୁକାଇବା ଅଭିଯୋଗରେ ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ସ୍ତ୍ରୀଙ୍କୁ ବାନ୍ଧିଲା ପୁଲିସ
କଟକ: ଲାଲବାଗ ଥାନା ପୁଲିସ ଓଡ଼ିଆ ରାପର୍ ଏବଂ ଇଞ୍ଜିନିୟର ଅଭିନବ ସିଂହ (୩୨)ଙ୍କ ପତ୍ନୀ ଉତ୍କଳ ଦୀପିକା ରାଉତଙ୍କୁ ତାଙ୍କ ସ୍ୱାମୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଗିରଫ କରିଛି। ଅଭିନବ ସିଂହ ଫେବୃଆରୀ ୯ (ରବିବାର) ଦିନ କାଦୁବେସାନାହଲ୍ଲିସ୍ଥିତ ତାଙ୍କ ବେଙ୍ଗାଲୁରୁ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ। ସେ ସହରର ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ ଏବଂ ଜଣେ ଓଡିଆ ରାପର୍ ଭାବରେ ପରିଚିତି ପାଇଥିଲେ। ପୁଲିସର କହିବା ଅନୁଯାୟୀ, ଅଭିନବ ସିଂହଙ୍କ ମୃତ୍ୟୁର […]
Read More Text.