ପୂର୍ବତ୍ତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ଦେହାନ୍ତ
ଭୁବନେଶ୍ବର: କୋରେଇର ପୂର୍ବତ୍ତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କର ଭୁବନେଶ୍ୱରରେ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା । ସୂଚନା ଅନୁଯାଇ ଶ୍ରୀମତୀ ମହାନ୍ତି ଗତ କିଛିଦିନ ହେବ ଭୁବନେଶ୍ୱରର ଏମ୍ସ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ସକାଳେ ତାଙ୍କର ମୃତ୍ଯୁ ହୋଇଥିବା ଖବର ମିଳିଛି । ତାଙ୍କ ମୃତ୍ୟୁ ଖବର କୁ ନେଇ ଯାଜପୁର ଜିଲ୍ଲା ତଥା କୋରେଇ ନିର୍ବାଚିତ ମଣ୍ଡଳୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ଶ୍ରୀମତୀ ମହାନ୍ତି ୨୦୦୪ ରୁ […]
Read More Text.