ପ୍ରମୋସନରୁ ବାଦ ପଡ଼ିଲେ ଓଡ଼ିଶାର ଦୁଇ ବରିଷ୍ଠ ଆଇପିଏସ ଅଫିସର
ଭୁବନେଶ୍ବର: ବରିଷ୍ଠ ଆଇପିଏସ ପଦୋନ୍ନତିରେ ସରପ୍ରାଇଜ । ପ୍ରମୋସନରୁ ବାଦ ପଡ଼ିଲେ ଓଡ଼ିଶାର ଦୁଇ ବରିଷ୍ଠ ଆଇପିଏସ ଅଫିସର । ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ମିଳିଲାନି ଡିଜିପି ପାହ୍ୟା । ୧୯୯୪ ବ୍ୟାଚର ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ ଏବେ ଏଡିଜିପି ପାହ୍ଯାରେ କାର୍ଯ୍ୟରତ । ୧୬ ଆଇପିଏସ ଅଧିକାରୀଙ୍କୁ ରାଜ୍ୟ ସରକାର ପଦୋନ୍ନତି ପ୍ରଦାନ କରାଯାଇଥିଲେ ମଧ୍ୟ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱା ତାଲିକାରେ ସ୍ଥାନ ପାଇନାହାନ୍ତି । ଏହି ପ୍ରସଙ୍ଗ ବର୍ତ୍ତମାନ […]
Read More Text.