ବିଜେଡି ଛାଡ଼ିଲେ ବିଟିପୁର ସରପଞ୍ଚ
ଆଗରପଡ଼ା:ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇଙ୍କ ସମେତ ୬ ଜଣ ସମିତିସଭ୍ୟ ଏବଂ ବ୍ଲକ ଛାତ୍ର ସଭାପତି ବିଜୁ ଜନତାଦଳ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେବା ପରେ ପୁଣି ଶୁକ୍ରବାର ବିଟିପୁର ସରପଂଚ ଶୁଭଦ୍ରା ସିଂହଙ୍କ ସହ ୨ଜଣ ୱାର୍ଡ଼ସଭ୍ୟ ଓ ଯୁବନେତା ସପନ ସିଂହ ଇସ୍ତଫା ପତ୍ର ଜିଲ୍ଲା ସଭାପତିଙ୍କୁ ପଠାଇ ଥିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବିଜେଡି ତାଙ୍କୁ ଅଣଦେଖା କରିବାରୁ ଏହି ପଂଚାୟତରେ ବିକାଶମୂଳକ କାର୍ଯ୍ୟ ହୋଇପାରୁ ନାହିଁ ଯଦ୍ୱ୍ୱାରା […]
Read More Text.