ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ଦେବଦୀପାବଳି ପାଳନ
ବାରିପଦା: ପବିତ୍ର ମହୋଦଧି ଅମାବାସ୍ୟା ତିଥିରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆମେ ମୟୂରଭଂଜିଆ ପକ୍ଷରୁ ପବିତ୍ର ଦେବ ଦୀପାବଳୀ ନୀତି ପାଳିତ ହୋଇଛି l ପୁରୀ ଶ୍ରୀମନ୍ଦିର ରେ ଏହି ନୀତି ବେଶ ଧୁମ ଧାମ ରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ଲାଗି ବାରିପଦା ବଡ଼ ଜଗନ୍ନାଥ ( ଶ୍ରୀ ଶ୍ରୀ ହରି ବଳଦେବ ଜୀଉ ବିଜେ)ମନ୍ଦିର ରେ ଅଗଣିତ ଭକ୍ତ ଏକଜୁଟ ହୋଇ ଦେବଦୀପାବଳି ପାଳନ କରିଥିଲେ। ମହାପ୍ରଭୁଙ୍କ ସନ୍ଧ୍ୟା […]
Read More Text.