ରାଜ୍ୟ ବ୍ରାହ୍ମଣ ମହାସଭା ମୟୁରଭଞ୍ଜ ଶାଖା କାର୍ଯ୍ୟକାରିଣୀ ବୈଠକ
ବାରିପଦା : ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଭା ମୟୁରଭଞ୍ଜ ଶାଖାର କାଯ୍ୟକରିଣୀ ବୈଠକ ମହାସଭାର ଯୁଗ୍ମ ସମ୍ପାଦକ ନରୋତ୍ତମ ପାଣିଗ୍ରାହୀ ଙ୍କ ବାସଗୃହରେ ମହାସଭାର ସ୍ଥାୟୀ ସଭାପତି ଡାକ୍ତର ମହାଦେବ ଦାଶ ଙ୍କ ଅଧ୍ୟକତା ରେ ଅନୁଷ୍ଠିତ ହୋଇଯାଇଛି, ପ୍ରାରମ୍ଭରେ ସଭାପତି ସ୍ୱାଗତ ଭାଷଣ ଦେଇ ମହାସଭା ର ସମସ୍ତ ସଭ୍ୟ ମାନଙ୍କୁ ଇଂରାଜୀ ନୂତନ ବର୍ଷର ଅଭିନନ୍ଦନ ଜଣାଇ ସଂଗଠନ କୁ ମଜଭୁତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ, ସାଧାରଣ ସମ୍ପାଦକ ପଣ୍ଡିତ […]
Read More Text.