ମୃତ ଛାତ୍ରର ପରିବାରଵର୍ଗଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ମାସା
ବାରିପଦା : ମୟୁରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅନ୍ତର୍ଗତ ବଡ଼ଭୁଣ୍ଡୁ ଉଚ୍ଚ ବିଦ୍ୟାଳୟ ଠାରେ ପଢ଼ୁଥିବା ପ୍ରଥମ ଶ୍ରେଣୀର ଛାତ୍ର ଅଭିର ଲୋହାର, ବାପା ଶିବ ଚରଣ ଲୋହାର, ଗ୍ରାମ ବଡ଼ଭୁଣ୍ଡୁ, ଥାନା ତିରିଂ ବିଦ୍ୟାଳୟ ପରିସରରେ ଖେଳୁଥିବା ସମୟରେ ୨୦୨୨-୨୩ ବର୍ଷ ର ଗୋଟେ ଫଳକ ଛାତ୍ର ଉପରେ ପଡି ଛାତ୍ରଟି ମୃତ୍ୟୁ ବରଣ କରିଅଛି |ଏହି ବିଷୟରେ ଆଜି ମାସା ସଂଘ ଉପଜିଲ୍ଲାପାଳ ଭେଟି ଦାବି ପତ୍ର ଦେଇଛନ୍ତି l ବିଦ୍ୟାଳୟ ପ୍ରଧାନ ଶିକ୍ଷକ,ବିଦ୍ୟାଳୟ […]
Read More Text.