କେରଳ ପବ୍ଲିକ ସ୍କୁଲର ୨୮ତମ ବାର୍ଷିକ ଊତ୍ସବ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ଅସନବଣୀ ଠାରେ ୧୯୯୫ ମସିହାରେ ପ୍ରତିଷ୍ଠା ହୋଇଥିବା କେରଳ ପବ୍ଲିକ ସ୍କୁଲର ୨୮ତମ ବାର୍ଷିକ ଉତ୍ସବ ପ୍ରିନ୍ସିପାଲ ଗୀତାଞ୍ଜଳୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ମନୋଜ୍ଞ ପରିବେଶ ଭିତରେ ଆୟୋଜିତ ହୋଇଯାଇଛି । ଡେପୁଟୀ କଲେକଟର ମାନସ ରଂଜନ ବେହେରା ଓ ଏସ.ଡି.ପି.ଓ. ଗୋକୁଳାନନ୍ଦ ସାହୁ, ତହସିଲଦାର ଅଶ୍ୱିନୀ କୁମାର ଭୂୟାଁ, ଆଇ.ଆଇ.ସି. ଜ୍ୟୋତି ପ୍ରକାଶ ସ୍ୱାଇଁ, ଡାକ୍ତର ସ୍ୱୟମ୍ବର ସିଂହ ଯଥାକ୍ରମେ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି, […]
Read More Text.