Ias

ଆଇଏଏସ ସ୍ତରରେ ବଡ଼ ଅଦଳବଦଳ

ଭୁବନେଶ୍ୱର : ଆଇଏଏସ ସ୍ତରରେ ବଡ଼ ଅଦଳବଦଳ ।  ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହଙ୍କୁ ଷ୍ଟିଲ ଓ ମାଇନ୍ସ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି ।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।  ସେହିପରି ଜଳସଂପଦ ବିଭାଗର ପ୍ରମୁଖ ସଚିବ ହେଲେ ଶୁଭା ଶର୍ମା ।  ମୃଣାଳିନୀ ଦର୍ସୱାଲଙ୍କୁ ମହିଳା ଓ ଶିଶୁ ବିଭାଗର ସଚିବ ଦାୟିତ୍ବ ଦିଆଯାଇଛି ।  ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ […]

Read More Text.
IMG 20260205 WA0185

ଧର୍ମପରାୟଣା ମହିଳାଙ୍କ ପରଲୋକ 

ବାରିପଦା : ଧର୍ମପରାୟଣା ମହିଳା ଶାରଦା ମଲ୍ଲିକ ୯୨ ବର୍ଷ ବୟସରେ ସ୍ଥାନୀୟ ଜୟା ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି I ବାରିପଦା ମୁନିସିପାଲିଟି ଅନ୍ତର୍ଗତ ଲାଳବଜାର ସ୍ଥିତ ବିଶିଷ୍ଟ ଫୁଟବଲ ଖେଳାଳି ପରେଶ ଦାସ ତଥା ବିଶିଷ୍ଟ ବେଡ଼ମିଣ୍ଟନ ସାଧୁ ଚରଣ ଦାସ ଖେଳାଳିଙ୍କ ବଡ଼ ଭଉଣୀ ଶାରଦା ରାଇରଙ୍ଗପୁର ନିକଟସ୍ଥ ମହୁଲଡିହା ଗ୍ରାମରେ ସ୍ବର୍ଗତ ପ୍ରଭାକର ମଲ୍ଲିକଙ୍କୁ ୧୯୫୩ ମସିହାରେ ବିବାହ କରିଥିଲେ I ମହୁଲଡିହା ନିକଟସ୍ଥ କନ୍ୟାଶ୍ରମରେ କିଛି ବର୍ଷ ଶିକ୍ଷକତା […]

Read More Text.
IMG 20260205 WA0176

କେଉଟୁଣିମାରୀ ସ୍କୁଲର ବାର୍ଷିକ ଉତ୍ସବ “ମୟୁରୀ”

ବାରିପଦା : ବାରିପଦା ନିକଟସ୍ଥ କୁଳିଅଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେଉଟୁଣୀମାରି ର ୧୦ ତମ ବାର୍ଷିକ ଉତ୍ସବ “ମୟୁରୀ” ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ କୁଳିଅଣା ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସରସ୍ବତୀ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ I ମୁଖ୍ୟ ବକ୍ତା ଭାବେ କୁଳିଅଣା ବ୍ଲକର ମଙ୍ଗକ ସମ୍ପ୍ରସାରଣ ଅଧିକାରୀ ବାଙ୍କନାଥ […]

Read More Text.
IMG 20260205 WA0186

ପଣ୍ତିତ ରହିଦାସ ସିଂ ନାଗଙ୍କ ଜୟନ୍ତୀ ପାଳିତ

ବାରିପଦା : ମୁଣ୍ଡାରୀ ବାନି ଲିପିର ସ୍ରଷ୍ଟା ଅଲ୍ ଗୁରୁ ପଣ୍ଡିତ ରହିଦାସ ସିଂ ନାଗଙ୍କ ଜନ୍ମ ଜୟନ୍ତୀ ବାରିପଦା ସ୍ଥିତ ମଧୁବନ ଛକ ଠାରେ ମୁଣ୍ଡାଯୁବ ସଙ୍ଗଠନ ଆନୁକୁଲ୍ୟରେ 05,02, 2026 ରିଖ ଦିନ ଗମ୍ଭୀରତା ଓ ଶ୍ରଦ୍ଧାଭାବର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ମୁଣ୍ଡା ଯୁବ ସଂଗଠନ ତରଫରୁ ବିଶେଷ ସ୍ମୃତି ସଭା ଆୟୋଜନ କରାଯାଇ ତାଙ୍କ ପବିତ୍ର ସ୍ମୃତିକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।  ସଂଗଠନର ସଦସ୍ୟମାନେ ରହିଦାସ ସିଂ ନାଗଙ୍କ ପ୍ରତି […]

Read More Text.
IMG 20260205 WA0189

ଦ୍ୱିତୀୟ ଦିନରେ ପାହାଡ଼ପୁର ଗ୍ରାମ ଗସ୍ତ କଲେ ରାଷ୍ଟ୍ରପତି; ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବାକୁ ଦେଲେ ପରାମର୍ଶ 

ବାରିପଦା :   ମୟୂରଭଞ୍ଜ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ ଅବସରରେ ମାନନୀୟ  ରାଷ୍ଟ୍ରପତି  ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତା’ଙ୍କ ଶ୍ୱଶୁର ଘର ଗାଁ ପାହାଡପୁରକୁ ଗସ୍ତ କରିଛନ୍ତି। ପାହାଡପୁର ଗ୍ରାମରେ ପହଂଚି  ପ୍ରଥମେ ଏସ.ଏଲ.ଏସ ଟ୍ରଷ୍ଟ ପରିସରସ୍ଥିତ ସ୍ବର୍ଗତଃ ଶ୍ୟାମ ଚରଣ ମୁର୍ମୁ, ଲକ୍ଷ୍ମଣ ମୁର୍ମୁ ଓ ସିପୁନ ମୁର୍ମୁ ଙ୍କ ସମାଧି ସ୍ଥଳ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ପରେ ମୁର୍ମୁ ଛକ ଠାରେ ତା’ଙ୍କ ସ୍ୱାମୀ  ସ୍ବର୍ଗତଃ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ […]

Read More Text.
Images

ଆସନ୍ତା ୧୫ ତାରିଖକୁ ବୃଦ୍ଧି ପାଇଲା ଇଗ୍ନୋର ନାମଲେଖା ଓ ପୁନଃ ପଞ୍ଜୀକରଣ ଅବଧି

ବାରିପଦା : ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଜାନୁଆରୀ-୨୦୨୬ ଶିକ୍ଷା ସତ୍ର ପାଇଁ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଘୋଷଣା କରାଯାଇଛି | ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷ ଏହି ସୁଯୋଗର ଲାଭ ଉଠାଇ ପାରିବେ | ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡିଥିବା କିମ୍ବା  ଉଚ୍ଚ ଶିକ୍ଷା ପାଇବାରୁ ବଂଚିତ ହୋଇଥିବା କୌଣସି ବୟସର ବ୍ୟକ୍ତି ବିଶେଷଙ୍କ ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗରେ […]

Read More Text.
IMG 20260204 WA0157

ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ

ବାରିପଦା : ଆଜି ବାରିପଦା ଠାରେ ବିଶ୍ଵ ତମାଖୁ କର୍କଟ ଦିବସ ପାଳନ କରାଯାଇଛି। ଏଥିରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ସଚେତନତା ଶୋଭାଯାତ୍ରା ବାରିପଦା ସହର ପରିକ୍ରମା କରି ମୁଖ, ସ୍ତନ ଓ ଜରାୟୁ କର୍କଟ ରୋଗ ସମ୍ବନ୍ଧରେ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ତମାଖୁ ର ବ୍ୟବହାର ଓ ଏହାର  କୁପ୍ରଭାବ ସ୍ୱରୂପ ନିଜେ ମାରାତ୍ମକ  କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିବା ସହିତ ନିଜ ପରିବାରବର୍ଗଙ୍କୁ କିପରି […]

Read More Text.
IMG 20260204 WA0196

ତିନି ଦିନିଆ ମୟୁରଭଞ୍ଜ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ବାରିପଦା : ଭାରତର ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର ଆଜି ହାଲିକ୍ୟାପଟର ଯୋଗେ ତିନି ଦିନିଆ ମୟୁରଭଞ୍ଜ ଗସ୍ତରେ ଆସି ପୂର୍ବାହ୍ନରେ ଦାଣ୍ଡବୋଷ୍ ଏୟାର୍ ଷ୍ଟ୍ରିପ୍ ସ୍ଥିତ ହେଲିପ୍ୟାଡରେ ଅବତରଣ କରିଛନ୍ତି । ଓଡ଼ିଶାର ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,  ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ତଥା ଶ୍ରମମନ୍ତ୍ରୀ […]

Read More Text.
IMG 20260203 WA0199

୧୨ ଫେବୃଆରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବାକୁ ଆହ୍ବାନ

ବାରିପଦା: ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଡ ଓ ଆଇନ୍ ର ପ୍ରତ୍ୟାହାର, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା, ସ୍କିମ ଓରକର ଯଥା ଅଙ୍ଗନବାଡି, ଆଶା, ପାଚିକା ସହାୟିକା ମାନଙ୍କୁ ଶ୍ରମିକର ମାନ୍ୟତା, ମାସିକ ୨୮ ହଜାର ଟଙ୍କା ସର୍ବନିମ୍ନ ମଜୁରୀ ଲାଗୁ, ରାଜ୍ୟରେ ୧୦ ଘଣ୍ଟିଆ ଶ୍ରମ ଦିବସ ଓ ମହିଳାମାନଙ୍କୁ ରାତ୍ରୀକାଳୀନ କାର୍ଯ୍ୟାଦେଶ ବାତିଲ୍, କୃଷି ଜାତ ଦ୍ରବ୍ୟ ବିକ୍ରି MSP ପାଇଁ ଆଇନ୍ ପ୍ରଣୟନ କରିବା, ସରକାରୀ ଧାନ ମଣ୍ଡିରେ ଅବ୍ୟବସ୍ଥା, ପୁରୁଣା […]

Read More Text.
IMG 20260203 WA0223

୫ ଦିନିଆ ନୂତନ ପାଠ୍ୟ ପୁସ୍ତକ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର 

ବାରିପଦା : ସ୍ଥାନୀୟ ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୫ ଦିନିଆ ନୂତନ ପାଠ୍ୟ ପୁସ୍ତକ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ଅଧ୍ୟକ୍ଷ ରାଜେଶ ଷଡ଼ଙ୍ଗୀ ଓ ବି ଆର ସି ସି ତପସ୍ୱିନୀ ଦାଶ ଓଡିଶା ରୂପ ରେଖ – ୨୦୨୫ ଉପରେ ଆଧାରିତ ଏହି ଶିବିରକୁ ଉଦଘାଟନ କରିଥିଲେ I ଏହି ଶିବିରରେ ବାରିପଦା ମୁନିସିପାଲିଟି ଓ ବ୍ଲକ ସ୍ଥିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ […]

Read More Text.