ଖାଲିଦା ଜିଆଙ୍କ ପୁଅଙ୍କୁ ଭେଟି ମୋଦିଙ୍କ ପତ୍ର ଦେଲେ ଜୟଶଙ୍କର
ନୂଆଦିଲ୍ଲୀ: ୩ ଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବୁଧବାର ଦିନ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଢାକାରେ ପହଞ୍ଚିଛନ୍ତି। ସେଠାରେ ସେ ଖାଲିଦା ଜିଆଙ୍କ ପୁଅ ତଥା କାର୍ଯ୍ୟକାରୀ ବିଏନପି ଅଧ୍ୟକ୍ଷ ତାରିକ ରହମାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୋକପତ୍ର ପ୍ରଦାନ କରିଛନ୍ତି। ଦୀର୍ଘକାଳୀନ ଅସୁସ୍ଥତା ଯୋଗୁ ୮୦ ବର୍ଷ ବୟସରେ ମଙ୍ଗଳବାର ଖାଲେଦା ଜିଆଙ୍କର ଢାକାର ଏଭରକେୟାର ହସ୍ପିଟାଲରେ ଦେହାନ୍ତ ହୋଇଥିଲା। ଭାରତ ସରକାର […]
Read More Text.