ଦଳରୁ ଇସ୍ତଫା ଦେଉଛନ୍ତି ଜଣେ ପରେ ଜଣେ ନେତା, ଚିନ୍ତାରେ ୟୁନୁସ ସରକାର

ନୂଆଦିଲ୍ଲୀ: ବାଂଲାଦେଶରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଭିତରେ ସବୁକିଛି ଠିକ୍ ନାହିଁ। ଗୋଟିଏ ସପ୍ତାହ ମଧ୍ୟରେ ସରକାର ଦ୍ୱିତୀୟ ଥର ପାଇଁ ବଡ଼ ଝଟକା ଭୋଗିଛି। ସ୍ୱାସ୍ଥ୍ୟ ପରାମର୍ଶଦାତା ସୟଦୁର ରହମାନ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଗତ ସାତ ଦିନ ମଧ୍ୟରେ ୟୁନୁସଙ୍କ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ଏହା ଦ୍ୱିତୀୟ ବଡ଼ ଇସ୍ତଫା, ଯାହା ସରକାରଙ୍କ ମଧ୍ୟରେ ସ୍ଥିରତା ଉପରେ ପ୍ରଶ୍ନ ଉଠାଇଛି। କ୍ୟାବିନେଟ୍ ଡିଭିଜନ ଏକ […]

Read More Text.

ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ବର: ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ବିରାଟ ମହିଳା ସମବେଶକୁ କରିବେ ସମ୍ବୋଧନ । ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଆସନ୍ତା ମାର୍ଚ୍ଚ ମାସରେ ରାଜ୍ୟରେ କଂଗ୍ରେସ ଏକ ବିରାଟ ମହିଳା ସମାବେଶ କରିବ । ଏହି ସମାବେଶରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗଦେବେ । ଏହି ସମାବେଶ ରାଜ୍ୟର ୧୦ଟି ଜିଲ୍ଲାରେ ଅନୁଷ୍ଠିତ […]

Read More Text.

ଶତ୍ରୁଙ୍କ ଉପରେ ବର୍ଷିବ ‘ପ୍ରଳୟ’, ଛାନିଆ ଚୀନ୍-ପାକିସ୍ତାନ

ନୂଆଦିଲ୍ଲୀ/ଭୁବନେଶ୍ବର: : ଶତ୍ରୁଙ୍କ ଉପରେ ବର୍ଷିବ ‘ପ୍ରଳୟ’| ଛାନିଆ ଚୀନ୍ ଏବଂ ପାକିସ୍ତାନ| ଡିଆରଡିଓ ଓଡ଼ିଶାର ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR) ରେ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ର ସଫଳତାର ସହ ଉତ୍ କ୍ଷେପଣ କରିଛି, ଯାହା ଶତ୍ରୁକୁ ଏକ ଦୃଢ଼ ବାର୍ତ୍ତା ଦେଇଛି। ବୁଧବାର ସକାଳ ପ୍ରାୟ ୧୦:୩୦ ରେ କରାଯାଇଥିବା ଏହି ପରୀକ୍ଷଣ ସମୟରେ, ଗୋଟିଏ ଲଞ୍ଚରରୁ ଗୋଟିଏ ପରେ ଗୋଟିଏ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଟ୍ରାକିଂ ସେଣ୍ଟର, ସେନ୍ସର ଜାହାଜ ଏବଂ ଟେଲିମେଟ୍ରି […]

Read More Text.

ସୁଡଙ୍ଗ ଭିତରେ ଟ୍ରେନ ଦୁର୍ଘଟଣା : ୬୫ ଯାତ୍ରୀ ଆହତ

ଉତ୍ତରାଖଣ୍ଡର: ଉତ୍ତରାଖଣ୍ଡରରେ ସୁଡ଼ଙ୍ଗରେ ଦୁଇଟି ପ୍ରକଳ୍ପରେ ନିୟୋଜିତ ରେଳଗାଡ଼ି ମଧ୍ୟରେ ଧକ୍କା ହୋଇଛି । ଫଳରେ ୬୫ଜଣ ଆହତ ହୋଇଛନ୍ତି । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ପିପାଲକୋଟୀ ଅଞ୍ଚଳ ତେହରି ଜଳବିଦ୍ୟୁତ୍ ଉନ୍ନୟନ ନିଗମ (THDC) ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡଙ୍ଗରେ ଦୁଇଟି କାର୍ଯ୍ୟରତ ରେଳଗାଡ଼ି ଧକ୍କା ହୋଇଛି । ଫଳରେ ୬୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ରାତି ପ୍ରାୟ ୮.୩୦ ସମୟରେ ୪.୫ କିଲୋମିଟର ଲମ୍ବା ସୁଡଙ୍ଗ ଭିତରେ ଏହି ଦୁର୍ଘଟଣା ଘଟିଥିଲା । […]

Read More Text.

ଡଲାର ତୁଳନାରେ ମୁଦ୍ରାର ମୂଲ୍ୟ ହ୍ରାସ; ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ ଇରାନରେ ବିକ୍ଷୋଭ

ତେହରାନ: ଆମେରିକୀୟ ଡଲାର ତୁଳନାରେ ମୁଦ୍ରାର ମୂଲ୍ୟ ହ୍ରାସ ଓ ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ ଇରାନରେ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମଙ୍ଗଳବାର ରାଜଧାନୀ ତେହରାନରେ ଦୋକାନ ବଜାର ବନ୍ଦ କରିଦିଆଯାଇଛି। ପ୍ରମୁଖ ସହରରେ ଲୋକେ ରାସ୍ତାକୁ ଓହ୍ଲାଇ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ ଇରାନ ସେଣ୍ଟ୍ରାଲ ବ୍ୟାଙ୍କ ମୁଖ୍ୟ ମହମ୍ମଦ ରେଜା ଫରଜିନଙ୍କ ଇସ୍ତଫା ଦାବି କରିଛନ୍ତି। ଏପରି କି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ସରକାରର ବରଖାସ୍ତ […]

Read More Text.
Flight cancel 1

ଦିଲ୍ଲୀ ଏନ୍‌ସିଆରରେ ଘନ କୁହୁଡ଼ି : ବାତିଲ ହେଲା ଶତାଧିକ ବିମାନ

ନୂଆଦିଲ୍ଲୀ: ଦିଲ୍ଲୀର ଏନ୍‌ସିଆର ଅଞ୍ଚଳରେ ପ୍ରବଳ ଘନ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡି ଯୋଗୁଁ ଗାଡି, ଟ୍ରେନ୍ ଓ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଦିଲ୍ଲୀ ଏୟାର୍‌ପୋର୍ଟରେ ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି ହୋଇଛି। ଯାତ୍ରୀ ମାନଙ୍କୁ ସତର୍କ ରହିବାକୁ ଆଇଏମଡି ପକ୍ଷରୁ ବିଶେଷ ସୂଚନା ଜାରି କରାଯାଇଛି। ଘନ କୁହୁଡି କମ୍ ଦୂରତା ଦୃଶ୍ୟମାନ କାରଣରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ଶତାଧିକ ବିମାନର ଉଡାଣ ଓ ଅବତରଣକୁ ବାତିଲ କରାଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା […]

Read More Text.

ଖୋଲି ନପାରି ୨ଟି ଏଟିଏମରେ ଲଗାଇଲେ ନିଆଁ, ଜଳିଗଲା ୩୭ ଲକ୍ଷ

ତେଲଙ୍ଗାନା : ତେଲଙ୍ଗାନାର ନିଜାମାବାଦ ଜିଲାରେ ୨ଟି ଏଟିଏମରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେବା ମାମଲା ସାମ୍ନାକୁ ଆସିଛି। ଘଟଣାରେ ୩୭ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ଜଳିଯାଇଛି। ପୁଲିସ ସୂଚନା ଅନୁସାରେ ଦୁର୍ବୃତ୍ତମାନେ ଏଟିଏମ୍ ମେସିନ୍ ତାଡିନେବାକୁ ଆସିଥିଲେ। ମାତ୍ର ଅସଫଳ ହେବାରୁ ମେସିନରେ ନିଆଁ ଲଗାଇ ଦେଇଥିଲେ। ସିସିଟିଭି ଫୁଟେଜରୁ ଏହି ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି। ଦୁର୍ବୃତ୍ତମାନେ ଅଳ୍ପ ସମୟ ବ୍ୟବଧାନରେ ୨ଟି ଏଟିଏମରେ ନିଆଁ ଲଗାଇଛନ୍ତି। ଏଥିରେ ମେସିନ୍ ଭିତରେ ଥିବା ନଗଦ ରାଶି […]

Read More Text.
India rejects

ଭାରତ-ପାକିସ୍ତାନ ଯୁଦ୍ଧବିରତି ମଧ୍ୟସ୍ଥତା ନେଇ ଚୀନର ଦାବିକୁ ପ୍ରତ୍ୟାଖ୍ୟାନ କଲା ଭାରତ

ଆମେରିକା : ଭାରତ-ପାକିସ୍ତାନ ଯୁଦ୍ଧବିରତିର ମଧ୍ୟସ୍ଥତା ଦାବି ତୀବ୍ର ହୋଇଛି । ପ୍ରଥମେ ଆମେରିକା ମଧ୍ୟସ୍ଥତା ଦାବି କରିଥିବାବେଳେ ଏବେ ଚୀନ ଏହାକୁ ନେଇ ଦାବି କରିଛି । କିନ୍ତୁ ଉଭୟ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଭାରତ । ଯୁଦ୍ଧବିରତିରେ ୩ୟ ପକ୍ଷର ସମ୍ପୃକ୍ତି ନଥିଲା ବୋଲି ଭାରତ ସ୍ପଷ୍ଟ କରିଛି । ସୂଚନାନୁଯାୟୀ, ୨୦୨୫ ମେ ମାସର ଆରମ୍ଭରେ ଭାରତ-ପାକିସ୍ତାନ ବିବାଦ ସମୟରେ ଚୀନର ମଧ୍ୟସ୍ଥତା ଦାବିକୁ ଭାରତ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି । ମଧ୍ୟସ୍ଥତା ଉପରେ […]

Read More Text.
Screenshot 2025 12 31 192713 750x430

ଦୂଷିତ ପାଣି ହେଲା କାଳ: ଇନ୍ଦୋରରେ ଜୀବନ ହାରିଲେଣି ୮, ଅନେକ ହସ୍ପିଟାଲରେ ଭର୍ତ୍ତି

ଇନ୍ଦୋର: ଦେଶର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋର। କିନ୍ତୁ ଏହି ସହରରେ ହଠାତ୍ ଦୂଷିତ ପାଣି ସାଜିଲା କାଳ। ସୂଚନା ଅନୁସାରେ ଭାଗୀରଥପୁରାରେ ଦୂଷିତ ପାଣି ପିଇବା ପରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ, ବିଭିନ୍ନ ହସ୍ପିଟାଲରେ ୬୬ରୁ ଅଧିକ ଅସୁସ୍ଥ ଲୋକଙ୍କୁ ଚିକିତ୍ସା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ କହିଛି ଯେ ତିନି ଜଣଙ୍କର ମୃତ୍ୟୁ ଦୂଷିତ ପାଣି ଯୋଗୁଁ ହୋଇଛି ଏବଂ ପାଞ୍ଚ ଜଣଙ୍କର […]

Read More Text.
Screenshot 2025 12 31 185857

କାରରୁ ୧୫୦ କିଲୋ ଆମୋନିୟମ୍ ନାଇଟ୍ରେଟ୍ ଜବତ; ୨ ଗିରଫ

ନୂଆଦିଲ୍ଲୀ:ରାଜସ୍ଥାନର ଟୋଙ୍କ ଜିଲ୍ଲାରେ DST (ଜିଲ୍ଲା ସ୍ପେଶାଲ୍ ଟିମ୍) ଦଳ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ନୂଆବର୍ଷର ପାର୍ଟି ପୂର୍ବରୁ ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ପୋଲିସର ଜିଲ୍ଲା ସ୍ୱତନ୍ତ୍ର ଦଳ (DST) ଏକ ବଡ଼ ଅଭିଯାନ ଚଳାଇଥିଲେ। ବରୋନି ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଯାଞ୍ଚ ସମୟରେ ବୁନ୍ଦିରୁ ଟୋଙ୍କକୁ ଏକ କାରରେ ପରିବହନ କରାଯାଉଥିବା ୧୫୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ବିସ୍ଫୋରକ ଜବତ କରିଛି । ସୂଚନାଥାଉକି, ପୋଲିସ କାରରୁ ପ୍ରାୟ ୧୫୦ କିଲୋଗ୍ରାମ […]

Read More Text.