Rajasthan

ସଡ଼କ ଦୁର୍ଘଟଣାରେ ଆହତଙ୍କୁ ସହାୟତା କରିବା ବେଳେ ମାଡ଼ିଗଲା ଟ୍ରେଲର, ୪ ମୃତ, ଅନେକ ଆହତ

ରାଜସ୍ଥାନ : ରାଜସ୍ଥାନ ବିକାନେର ଜିଲ୍ଲାରେ ଅଘଟଣ । ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଖବର ମୁତାବକ, ବିକାନେର ନାପାସର ଅଞ୍ଚଳରେ ଗତ ରାତିରେ ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିଲେ । ଆହତ ହୋଇଥିବା ଲୋକଙ୍କୁ ସହାୟତା କରୁଥିବା ସମୟରେ ଦ୍ରୁତ ଗତିରେ ଏକ ଟ୍ରେଲର ଆସି ଏମାନଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କ ଜୀବନ ଚାଲିଯାଇଥିଲା । […]

Read More Text.

ଖଣିରେ ବିସ୍ଫୋରଣ; ୪ କଲରାପତରିଆଙ୍କ ମୃତ୍ୟୁ

ବେଙ୍ଗଳୁରୁ: ମାରିଦେଲେ ୪ ବାଘ । ବେଙ୍ଗଳୁରୁ ଉପକଣ୍ଠ ଚିକ୍କନହଲ୍ଲି ଅଞ୍ଚଳର ଏକ ଖଣିରେ ବିସ୍ଫୋରଣରେ ୪ କଲରାପତରିଆଙ୍କ ଜୀବନ ଯାଇଛି । ମୃତ ବାଘ ମଧ୍ୟରେ ଏକ ଗର୍ଭବତୀ ଥିବା କହିଛି ବନ ବିଭାଗ । ବେଆଇନ ବିସ୍ଫୋରଣ ଯୋଗୁଁ ବାଘ ମରିଥିବା ବେଳେ, ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର ହୋଇଛି । ବନବିଭାଗ ପକ୍ଷରୁ ବାଘ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏଯାଏ ବନବିଭାଗ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ […]

Read More Text.

ଇରାନରେ ସରକାର ବିରୋଧୀ ହିଂସା; ୭ ମୃତ, ୧୩ ଆହତ

ଇରାନ୍ : ଇରାନରେ ସରକାର ବିରୋଧରେ ଜନସାଧାରଣଙ୍କ କ୍ରୋଧ ପ୍ରକାଶ ପାଇଛି । ଯାହାର ହିଂସା ବର୍ତ୍ତମାନ ଗ୍ରାମଞ୍ଚଳକୁ ବ୍ୟାପିଛି । ଏହି ହିଂସାତ୍ମକ ବିରୋଧରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ରୁ ଅଧିକ ଆହତ ହୋଇଛନ୍ତି । ଯେଉଁଥିରେ ଇରାନର ଅର୍ଦ୍ଧସାମରିକ ବାହିନୀର ଜଣେ ଯବାନ ମଧ୍ୟ ରହିଥିବା ଜଣାପଡିଛି । ସୂଚନାନୁଯାୟୀ, ତେହରାନରୁ ଆରମ୍ଭ ହୋଇଥିବା ଏହି ହିଂସାତ୍ମକ ପ୍ରଦର୍ଶନ ଏବେ ଇରାନର ୫୦ ରୁ ଅଧିକ ସହରରେ ପହଞ୍ଚିଛି । ଏହି ପ୍ରତିବାଦଗୁଡିକ ସୁରକ୍ଷା […]

Read More Text.

ଫେବୃଆରୀରୁ ବଢିବ ସିଗାରେଟ ଓ ତମାଖୁ ଦର, ତମାଖୁ ଉତ୍ପାଦ ଶୁଳ୍କରେ ବଡ଼ ସଂଶୋଧନ

ନୂଆଦିଲ୍ଲୀ: ଦେଶରେ ଫେବୃଆରୀରୁ ବଢିବ ସିଗାରେଟ ଓ ତମାଖୁ ଉତ୍ପାଦ ଦର । ଅର୍ଥ ମନ୍ତ୍ରଣାଳୟ ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଉତ୍ପାଦ ଶୁଳ୍କରେ ଏକ ବଡ଼ ସଂଶୋଧନ କରିଛନ୍ତି । ଏହି ସଂଶୋଧନ ଆସନ୍ତା ଫେବୃଆରୀ ଆରମ୍ଭରୁ ଲାଗୁ ହେବ । ଆସନ୍ତା ଫେବୃଆରୀ୧ରୁ ଦେଶରେ ସିଗାରେଟ ଏବଂ ତମାଖୁ ଉତ୍ପାଦର ଦର ବଢିବ ।  ଅର୍ଥ ମନ୍ତ୍ରଣାଳୟ ବୁଧବାର ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି । ଏହି ଶୁଳ୍କ […]

Read More Text.

ପୁଞ୍ଛରେ ପାକିସ୍ତାନୀ ଡ୍ରୋନ, ସେନାର ସର୍ଚ୍ଚ ଅପରେସନ ଜାରି

ଜମ୍ମୁ କଶ୍ମୀର : ସମଗ୍ର ଦୁନିଆ ନୂଆବର୍ଷ ପାଳନ କରୁଥିବା ବେଳେ ପାକିସ୍ତାନ କିନ୍ତୁ ସୁଧୁରୁନି । ନୂଆବର୍ଷ ଅବସରରେ ଜମ୍ମୁ କଶ୍ମୀରର ପୁଞ୍ଛରେ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି । ଡ୍ରୋନ୍ ଦେଖିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ପାକିସ୍ତାନୀ ଡ୍ରୋନ ଏଲଓସି ନିକଟରେ ପୁଞ୍ଛର ଖାଡି କରମାଡା ଅଞ୍ଚଳରେ ଭାରତୀୟ ସୀମାରେ ପ୍ରବେଶ କରିଛି । ଡ୍ରୋନ ୫ ମିନିଟରୁ ଅଦିକ ସମୟ ଭାରତୀୟ ସୀମାରେ ଥିଲା ବୋଲି ଜଣାପଡିଛି […]

Read More Text.

ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହୋଇଛି ନବବର୍ଷ । ସାରା ଦେଶ ଓ ବିଶ୍ୱରେ ପାଳନ ହେଉଛି ନୂତନ ବର୍ଷ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ନୂତନ ବର୍ଷର ଏହି ଆନନ୍ଦମୟ ଅବସରରେ ମୁଁ ଦେଶ ଏବଂ ବିଦେଶରେ ଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି । ପ୍ରଧାନମନ୍ତ୍ରୀ ମୋଦି ୨୦୨୬ ନୂତନ ବର୍ଷ ପାଇଁ […]

Read More Text.

ରାହୁଲଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଏହାକୁ ହିନ୍ଦୁ ଧର୍ମର ଅପମାନ କହିଲା ବିଜେପି

ନୂଆଦିଲ୍ଲୀ: କଂଗ୍ରସେ ନେତା ରାହୁଲ ଗାନ୍ଧୀଙ୍କୁ କରାଯାଉଛି ଭଗବାନ ରାମଙ୍କ ସହ ତୁଳନା। ଯାହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ମହାରାଷ୍ଟ୍ର କଂଗ୍ରେସ ନେତା ନାନା ପଟୋଲେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କରିଛନ୍ତି। ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ରାହୁଲ ଗାନ୍ଧୀ ରାମ ମନ୍ଦିର ନଯିବା ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ନାନା ପଟୋଲେ କହିଥିଲେ ଯେ “କଂଗ୍ରେସ ଭଗବାନ ରାମଙ୍କ କାମ କରୁଛି। […]

Read More Text.

BSNL ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସିଖବର। ନୂଆବର୍ଷରେ BSNLର ନୂଆ ଅଫର୍। ସାରା ଦେଶରେ ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍। ଏହି ଉନ୍ନତ ସେବା ଏବେ ଦେଶର ସମସ୍ତ ଦୂରସଞ୍ଚାର ସର୍କଲର ସବୁ ବିଏସଏନଏଲ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଚ୍ୟାଲେଞ୍ଜିଂ ସ୍ଥିତିରେ ଅବାଧ ଓ ଉଚ୍ଚଗୁଣବତ୍ତା ସମ୍ପନ୍ନ କନେକ୍ଟିଭିଟି ସୁବିଧା ମିଳିବ। ଏନେଇ ଦୂର ସଂଚାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। VoWiFi ଗ୍ରାହକଙ୍କୁ ୱାଇଫାଇ ନେଟୱାର୍କରେ ଭଏସ୍ କଲ୍ ଏବଂ ମେସେଜ୍ କରିବା ପାଇଁ […]

Read More Text.

ସ୍ବିଜରଲ୍ୟାଣ୍ଡ ବାର୍ ବିସ୍ଫୋରଣରେ ୪୦ ମୃତ

ନୂଆଦିଲ୍ଲୀ: ମନେ ପକାଇଦେଲା ଗୋଆ ନାଇଟ୍ କ୍ଲବ୍ ବିସ୍ଫୋରଣ। ନୂଆ ବର୍ଷ ପାଳନ କରିବା ହେଲା କାଳ। ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ କରୁଥିବା ବେଳେ ଏକ ବାର୍‌ରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣଟି ଏକ ବାରରେ ହୋଇଥିବା ବେଳେ ଭିତରେ ଥିବା ୧୦୦ରୁ ଅଧିକ ‌ଲୋକ ଗୁରୁତର ଆହତ ହୋଇଥିବା ସାମ୍ନାକୁ ଆସିଛି। ସ୍ୱିଜରଲ୍ୟାଣ୍ଡ ପୁଲିସ କହିଛି ଯେ, ଏହି ବିସ୍ଫୋରଣ ସ୍ୱିଜରଲ୍ୟାଣ୍ଡର କ୍ରାନ୍ସ ମୋଣ୍ଟାନା ସହରରେ […]

Read More Text.
Screenshot 2026 01 01 140831

ବିମାନ ଉଡ଼ାଣ ପୂର୍ବରୁ ମଦ୍ୟପାନ କରି ଧରାପଡିଲେ ପାଇଲଟ୍

ନୂଆଦିଲ୍ଲୀ:କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଥିଲା। ଡିସେମ୍ବର ୨୩, ୨୦୨୫ରେ ଭାନକୁଭରରୁ ଦିଲ୍ଲୀ ଯିବାକୁ ଥିବା ଏୟାର ଇଣ୍ଡିଆ ପାଇଲଟଙ୍କ ପାଟିରୁ ମଦ ଗନ୍ଧ ଆସିବାରୁ ତାଙ୍କୁ ହେପାଜତକୁ ନିଆଯାଇଥିଲା। ଏୟାର ଇଣ୍ଡିଆ ଅନୁଯାୟୀ, ଉଡ଼ାଣ ପୂର୍ବରୁ କକପିଟ୍ କ୍ରୁର ଜଣେ ସଦସ୍ୟଙ୍କୁ ବିମାନରୁ ବାହାର କରିଦିଆଯାଇଥିଲା। କାନାଡିୟ କର୍ତ୍ତୃପକ୍ଷ ପାଇଲଟଙ୍କ ଡ୍ୟୁଟି ପାଇଁ ଫିଟନେସ୍ ବିଷୟରେ ଚିନ୍ତା ପ୍ରକାଶ କରିଥିଲେ, ଯାହା ପରେ ତାଙ୍କୁ ଅଧିକ ପଚରାଉଚରା […]

Read More Text.