ମହାରାଷ୍ଟ୍ରରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା: ସୁଇସାଇଡ୍ ନୋଟ୍ରେ ପୁଲିସ ଦ୍ବାରା ଦୁଷ୍କର୍ମ, ମାନସିକ ଓ ଶାରୀରିକ ନିର୍ଯାତନା
ମୁମ୍ବଇ: ମହାରାଷ୍ଟ୍ରର ସତାରା ଜିଲାରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ତେବେ ମହିଳା ଡାକ୍ତର ଜଣକ ତାଙ୍କର ବାମହାତ ପାପୁଲିରେ ଲେଖିଥିବା ସୁଇସାଇଡ୍ ନୋଟ୍ରେ ଆତ୍ମହତ୍ୟା ପାଇଁ ଜଣେ ପୁଲିସ ଅଧିକାରୀଙ୍କୁ ଦାୟୀ କରିଥିବା ଜଣାପଡିଛି। ଗୋପାଳ ବାଦ୍ନେ ନାମକ ଏହି ପୁଲିସ ସବ୍ଇନ୍ସପେକ୍ଟର ବିଗତ ପାଞ୍ଚମାସ ମଧ୍ୟରେ ତାଙ୍କୁ ଚାରିଥର ଦୁଷ୍କର୍ମ କରିଥିବାବେଳେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ମଧ୍ୟ ସୁଇସାଇଡ୍ ନୋଟରେ ଉଲ୍ଲେଖ କରାଯାଇଛି। ଏହା […]
Read More Text.