ପ୍ରେମାନନ୍ଦ ମହାରାଜ ରହୁଥିବା ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ
ବୃନ୍ଦାବନ: ଶ୍ରୀକୃଷ୍ଣ ଶରଣମ୍ ସୋସାଇଟିର ଫ୍ଲାଟରେ ଅଗ୍ନିକାଣ୍ଡ ଘଟିଛି । ଯେଉଁଠାରେ ପ୍ରସିଦ୍ଧ ମଥୁରା-ବୃନ୍ଦାବନ ସନ୍ଥ ପ୍ରେମାନନ୍ଦ ମହାରାଜ ରହୁଥିଲେ । କିନ୍ତୁ ବର୍ତ୍ତମାନ ସେଠାରେ ପ୍ରେମାନନ୍ଦ ମହାରାଜ ରହୁନାହାଁନ୍ତି ବୋଲି ସୂଚନା ମିଳିଛି । ସୂଚନାନୁଯାୟୀ ଅଗ୍ନିକାଣ୍ଡ ଘଟିବା ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇପଡିଥିଲେ।ଏବେ କିନ୍ତୁ ସେହି ଫ୍ଲାଟରେ ପ୍ରେମାନନ୍ଦ ମହାରାଜ ଜୀ ରହୁନାହାଁନ୍ତି । ସେ କେଲିକଞ୍ଜର ଏକ ଆଶ୍ରମରେ ରହୁଛନ୍ତି । ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ଦମକଳ ବାହିନୀ […]
Read More Text.