ପିମ୍ପୁଡ଼ି ଭୟରେ ଆତ୍ମହତ୍ୟା କଲେ ମହିଳା, ସୁଇସାଇଡ ନୋଟରେ ଲେଖିଲେ ମୃତ୍ୟୁର କାରଣ
ନୂଆଦିଲ୍ଲୀ : ପିମ୍ପୁଡ଼ି ଭୟରେ ଜୀବନ ହାରିଲେ ମହିଳା । ତେଲଙ୍ଗାନାର ସାଙ୍ଗାରେଡ୍ଡୀରେ ଘଟିଛି ଏପରି ଅଭାବନୀୟ ଘଟଣା । ପିମ୍ପୁଡି ଭୟରେ ଚରମ ନିଷ୍ପତ୍ତି ନେଇଥିବା ସୁଇସାଇଡ ଲେଟରରେ ଉଲ୍ଲେଖ କରିଛନ୍ତି ଜଣେ ମହିଳା । ମହିଳା ଜଣକ ୨୦୨୨ରେ ବିବାହ କରିଥିବା ବେଳେ, ତାଙ୍କର ଏକ ୩ ବର୍ଷର ଝିଅ ଅଛି । ସ୍ବାମୀ ସକାଳୁ ଅଫିସ ଚାଲିଯିବା ପରେ, ଝିଅକୁ ସଂପର୍କୀୟଙ୍କ ଘରେ ଛାଡ଼ି ଆସିଥିଲେ ମହିଳା । ଘର ସଫା କରିବା ପରେ […]
Read More Text.