ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା
ଢାକା : ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଉଗ୍ରରୂପ ଧାରଣ କରୁଥିବାବେଳେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ନାମ ଜୟ ମହାପାତ୍ର ହୋଇଥିବାବେଳେ ସେ ସୁନାମଗଞ୍ଜ ଜିଲା ଅନ୍ତର୍ଗତ ଭାଙ୍ଗାଦୋହର ଗ୍ରାମ ବାସିନ୍ଦା ବୋଲି ଜଣାପଡିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତ ଗୁରୁବାର କିଛି ଲୋକ ଜୟଙ୍କୁ ନିକଟସ୍ଥ ଦୋକାନ ନିକଟକୁ ଡାକି ନିସ୍ତୁକ ମାଡ ମାରିଥିଲେ। ଗୁରୁତର ଅବସ୍ଥାରେ ଜୟଙ୍କୁ ସିଲହଟ୍ସ୍ଥିତ ଓସମାନି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। […]
Read More Text.